ଗଞ୍ଜାମ ଜିଲ୍ଲା ଡେଙ୍ଗାପଦରକୁ ରାଜସ୍ବ ଗ୍ରାମ ଘୋଷଣା ସହିତ ବିଭିନ୍ନ କାର୍ଯ୍ଯର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ।
ବୁଗୁଡ଼ା ୨୫/୦୫/୨୬ ବୁଗୁଡ଼ା ବ୍ଲକରେ ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ଯର ମାରାଥନ ଉଦଘାଟନ ସହିତ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତର ଡେଙ୍ଗାପଦର ଗ୍ରାମକୁ ରାଜସ୍ୱ…
