ଭେଡେନ ଓ ଥୁଆପାଲି ଠାରେ ବିଏସଏନଏଲ ଟାୱାର ଚାଳୁ ନାହିଁ, ଉଚ୍ଚ ଅଧିକାରୀ ଆବଶ୍ୟକ ପଦକ୍ଷେପକୁ ନେବାକୁ ଦାବି।
ବରଗଡ ୨୦,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅଂଚଳରେ ବହୁ ବର୍ଷ ହେଲା ଥୁଆପାଲି, ଭେଡେନ ଠାରେ ବିଏସଏନଏଲ ଟାୱାର ଲାଗିଛି , ସରକାରଙ୍କ ଉଦ୍ଦେଶ୍ୟ ସମସ୍ତ ଉପଭୋକ୍ତା ନିକଟରେ ବିଏସଏନଏଲ ଟାୱାର ପହଁଛୁ, ସରକାରୀ ଅଫିସସର ଗଣକଂ ଅବହେଳାରୁ ଅଂଚଳର ଉପଭୋକ୍ତା ମାନେ ଟଂକା ଗଣି ମଧ୍ୟ, କୌଣସି କାମରେ ଆସୁନାହିଁ। ବରଗଡ ଜିଲ୍ଲା ବିଏସଏନଏଲ ଉଚ୍ଚ ଅଧିକାରୀ ଓ ସଂବଲପୁର ଜିଲ୍ଲା ଉଚ୍ଚ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବେ ନହେଲେ ବିଏସଏନଏଲ ଉପଭୋକ୍ତା ସିମ ଛାଡିବାକୁ ବାଧ୍ୟ ହେବେ। ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ଦାବି ହେଉଛି।
