ହଜିଥିବା ମୋବାଇଲକୁ ପୁଲିସ ଫେରିପାଇଲେ ଲୋକଙ୍କୁ ।

ହଜିଥିବା ମୋବାଇଲକୁ ପୁଲିସ ଫେରିପାଇଲେ ଲୋକଙ୍କୁ ।

ହଜିଥିବା ମୋବାଇଲକୁ ପୁଲିସ ଫେରିପାଇଲେ ଲୋକଙ୍କୁ ।

ଗଜପତି(ମନୋଜ ପାଢ଼ୀ)-ହଜିଥିବା ମୋବାଇଲକୁ ଫେରି ପାଇଲେ ଲୋକେ l ଚଳିତ ବର୍ଷ ରା-ଉଦୟଗିରି ପୋଲିସ ସବଡିଭିଜନ ଅନ୍ତର୍ଗତ ରା-ଉଦୟଗିରି ଥାନା, ମୋହନା ଥାନା, ଅଡବାଥାନା, ରାମଗିରି ଥାନା ଅଞ୍ଚଳରେ ଅନେକ ଲୋକଙ୍କର ମୋବାଇଲ ହଜିଥିବା ନେଇ ପୋଲିସକୁ ଲୋକେ ଏତଲା ଦେଇଥିଲେ l ଆଜି ରା – ଉଦୟଗିରି ଏସ ଡି ପି ଓ ଆଇପିଏସ ରାକେଶ ସାହୁଙ୍କ ନିର୍ଦେଶରେ ଏକ ମୋବାଇଲ ମେଳା ଆୟୋଜନ କରିଛନ୍ତି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ 43 ରୁ ଉର୍ଦ୍ଧ ଲୋକଙ୍କ ହଜିଥିବା ମୋବାଇଲକୁ ଖୋଜି ପୋଲିସ ଲୋକଙ୍କୁ ଫେରସ୍ତ କରିଛି l ଯାହାକୁ ନେଇ ଲୋକେ ଖୁସି ହେବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି l