ମଙ୍ଗଳ ବିଭାଗ ସ୍କୁଲରୁ ନିଖୋଜ ପୁଅର ଫେରନ୍ତା ବାଟକୁ ଚାହିଁ ବସିଛି ବିଧବା ମା

ମଙ୍ଗଳ ବିଭାଗ ସ୍କୁଲରୁ ନିଖୋଜ ପୁଅର ଫେରନ୍ତା ବାଟକୁ ଚାହିଁ ବସିଛି ବିଧବା ମା

ମଙ୍ଗଳ ବିଭାଗ ସ୍କୁଲରୁ ନିଖୋଜ ପୁଅର ଫେରନ୍ତା ବାଟକୁ ଚାହିଁ ବସିଛି ବିଧବା ମା

ରାୟଗଡ( info media)ପାଠ ପଢିବାକୁ ଯାଇ ମୋ ପୁଅ କୁଆଡେ ଗଲା, ଏପରି ବୁକୁ ଫଟା ହୣଦୟ ବିଦାରକ କାନ୍ଦଣା କାନ୍ଦୁଛି ଜଣେ ଜନଜାତିର ବିଧବା ମା ଗୀତାଞ୍ଜଳୀ ଶବର, ଏପରି ଲୋମଟାଙ୍କୁରା ଘଟଣା ଘଟିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ଡାଙ୍ଗସେ।ରଡା ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ। ଯୁଗାପଦର ଗ୍ରାମର ଗୀତାଞ୍ଜଳୀ ଶବରଙ୍କର ସ୍ଵାମୀ ୪ଵର୍ଷ ହେବ ମୣତ୍ୟୁ ବରଣ କରିଥିଲେ। ଦୁଇ ପୁଅଙ୍କୁ ନେଇ ତାଙ୍କର ସଂସାର, ପାଠ ପଢାଇ ଉଚ୍ଚ ଶିକ୍ଷିତ କରି ମା କୁ ପେ।ଷିବ ସମାଜରେ ଗେଟେ ଭଲମଣିଷ ହେଵ ଵେଲି କେତେ ଆଶା କେତେ ସ୍ବପ୍ନ ଦେଖି ୧୧ବର୍ଷର ପୁଅ କୁନାଲ ଶବରକୁ ଏହି ସ୍କୁଲ ହଷ୍ଟେଲରେ ରହି ଷଷ୍ଠ ଶ୍ରେଣୀରେ ପଢୁଥିଲା।ତା ୩୧. ୭. ୦୨୬ ରିଖ ଠାରୁ କୁନାଲ ସ୍କୁଲର ନିଖୋଜ ହେଵା ଖବର ତା ୬. ୮. ୦୨୬ରିଖ ଦିନ। ସେହି ସ୍କୁଲରେ ପଢୁଥିବା ଜୁଗାପଦର ଗ୍ରାମର ପିଲାମାନେ କୁନାଲର ମା କୁ କୁନାଲ ସ୍କୁଲରେ ନଥିବା ଖବର ଜଣାଇଥିଲେ। ମା ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ। ପଚାରିବା ପରେ ପ୍ରଧାନ ଶିକ୍ଷକ ବାଉଳା ଚାଉଳା କଥା କହିଛନ୍ତି lସ୍କୁଲରୁ ନିଖୋଜ ପୁଅ ଏବେ କେବେ ଫେରିବ ବୋଲି ମାଁ ଭୋକ ଉପାସରେ କାନ୍ଦି କାନ୍ଦି ଲୁହ ଝରାଇ ଚାହିଁ ବସିଛି ପୁଅର ଫେରିବା ବାଟକୁl ଏହି ବିଷୟରେ ସ୍କୁଲର. ପ୍ରାଧଶିକ୍ଷକ ମୃତ୍ୟୁଞ୍ଜୟ ପଟ୍ଟନାୟକ ଙ୍କୁ ଘଟଣା ସମ୍ପର୍କ ରେ ତାଙ୍କରି ଫୋନ ରେ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ ବନ୍ଦ ରହିଥିଲା l୧/ଡାଙ୍ଗସୋରଡା ପଞ୍ଚାୟତ ସରପଞ୍ଚ ଙ୍କ ବାଇଟ୍ ୨/ହଜିଯାଇଥିବା ପୁଅର ମାଁ ଙ୍କ ବାଇଟ୍ ରାୟଗଡ଼ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ