ପପଂଗା କଲୋନୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସଂକୁଳ ଛାତ୍ର ଓ ଆଚାର୍ଯ୍ୟ ନିବନ୍ଧ ବରଗଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ବରଗତ ୧୭,୮(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ପପଙ୍ଗା କଲୋନୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ଛାତ୍ର ଓ ଆଚାର୍ଯ୍ୟ ନିବନ୍ଧ ପ୍ରତିଯୋଗିତା ସଂକୁଳ ପ୍ରମୁଖ ଡା.ବିବେକାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ତଥା ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ସଂକୁଳ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ୧୩ ଜଣ ଶିଶୁ ଭାଇ ଭଉଣୀ ଓ ୪ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ନିବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଉକ୍ତ ପ୍ରତିଯୋଗିତାକୁ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର, ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍, ଶ୍ରୀଯୁକ୍ତ ମକୁନ୍ଦ ମହାରଣା, ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା, ଶ୍ରୀଯୁକ୍ତ ଚିନ୍ତା କୁଦେଇ ଓ ଶ୍ରୀଯୁକ୍ତ ପ୍ରକାଶ ଦଲେଇ ସହଯୋଗ କରିଥିଲେ।