ଗଞ୍ଜାମ ଜିଲ୍ଲା ଯୁକ୍ତଦୁଇବିଜ୍ଞାନରେରିଚା_ମିଶ୍ରଙ୍କ ସଫଳତା, ବାପା ମାଆଙ୍କୁ ଦେଲେ ଶ୍ରେୟ।

ଗଞ୍ଜାମ ଜିଲ୍ଲା ଯୁକ୍ତଦୁଇ_ବିଜ୍ଞାନରେ_ରିଚା_ମିଶ୍ରଙ୍କ ସଫଳତା, ବାପା ମାଆଙ୍କୁ ଦେଲେ ଶ୍ରେୟ। ଆସିକା, ୨୩/୫/୨୬ (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଆସିକାର ସୁନା ଝିଅ ରିଚା ମିଶ୍ର ଯୁକ୍ତ ୨ ବିଜ୍ଞାନରେ 578 ନମ୍ବର ରଖ୍ ଗର୍ବ ଆଣିଛନ୍ତି। ରିଚାଙ୍କ ବାପା ବି ଆଈ ଟି କମ୍ପୁଟର ଅନୁଷ୍ଠାନର ପ୍ରତିଷ୍ଠାତା ସୁନୀଲ ମିଶ୍ର ଓ ମମତା ମିଶ୍ରଙ୍କ ଝିଅ ହୋଇଥିବାରୁ ଶହ ଶହ ବିଆଇଟି ଛାତ୍ରଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପିତା ମାତାଙ୍କ ଆଶୀର୍ବାଦ ଓ ପ୍ରେରଣା ଯୋଗୁଁ ରିଚା ମିଶ୍ର ଆଜି ଏହି ସଫଳତା ହାସଲ କରିପାରିଛନ୍ତି। ବ୍ରହ୍ମପୁର ନୀଳକଣ୍ଠ ନଗର ଶିଶୁ ମନ୍ଦିରରେ ପଢୁଥ‌ିବା ରିଚା ପିଲାଟି ଦିନରୁ ପାଠପଢା ପ୍ରତି ବେଶ ଆଗ୍ରହ ପ୍ରକାଶ କରୁଥିବା ନେଇ ମତ ରଖୁଛନ୍ତି l ବି ଆଈ ଟି ଶିକ୍ଷା ଅନୁଷ୍ଠାନର ମୁଖ୍ୟ ତଥା ପରିଚାଳିକା ମମତା ମିଶ୍ର। କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଏହି ଦମ୍ପତିଙ୍କ ସବୁବେଳେ ପ୍ରଚେଷ୍ଟା ରହିଥ‌ିବା ବେଳେ ଝିଅର କ୍ୟାରିଅର ପାଇଁ ସବୁବେଳେ ଧ୍ୟାନ ଦେଇ ଆସୁଛନ୍ତି l ସୁନୀଲ ମିଶ୍ର ଓ ମମତା ମିଶ୍ର ଏହିଭଳି ଶିକ୍ଷାବିତ ପରିବାର ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

ଗଞ୍ଜାମ ଜିଲ୍ଲା ଯୁକ୍ତଦୁଇ_ବିଜ୍ଞାନରେ_ରିଚା_ମିଶ୍ରଙ୍କ ସଫଳତା, ବାପା ମାଆଙ୍କୁ ଦେଲେ ଶ୍ରେୟ।ଆସିକା, ୨୩/୫/୨୬ (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଆସିକାର ସୁନା ଝିଅ ରିଚା ମିଶ୍ର ଯୁକ୍ତ ୨ ବିଜ୍ଞାନରେ 578 ନମ୍ବର ରଖ୍ ଗର୍ବ ଆଣିଛନ୍ତି। ରିଚାଙ୍କ ବାପା ବି ଆଈ ଟି କମ୍ପୁଟର ଅନୁଷ୍ଠାନର ପ୍ରତିଷ୍ଠାତା ସୁନୀଲ ମିଶ୍ର ଓ ମମତା ମିଶ୍ରଙ୍କ ଝିଅ ହୋଇଥିବାରୁ ଶହ ଶହ ବିଆଇଟି ଛାତ୍ରଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପିତା ମାତାଙ୍କ ଆଶୀର୍ବାଦ ଓ ପ୍ରେରଣା ଯୋଗୁଁ ରିଚା ମିଶ୍ର ଆଜି ଏହି ସଫଳତା ହାସଲ କରିପାରିଛନ୍ତି। ବ୍ରହ୍ମପୁର ନୀଳକଣ୍ଠ ନଗର ଶିଶୁ ମନ୍ଦିରରେ ପଢୁଥ‌ିବା ରିଚା ପିଲାଟି ଦିନରୁ ପାଠପଢା ପ୍ରତି ବେଶ ଆଗ୍ରହ ପ୍ରକାଶ କରୁଥିବା ନେଇ ମତ ରଖୁଛନ୍ତି l ବି ଆଈ ଟି ଶିକ୍ଷା ଅନୁଷ୍ଠାନର ମୁଖ୍ୟ ତଥା ପରିଚାଳିକା ମମତା ମିଶ୍ର। କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଏହି ଦମ୍ପତିଙ୍କ ସବୁବେଳେ ପ୍ରଚେଷ୍ଟା ରହିଥ‌ିବା ବେଳେ ଝିଅର କ୍ୟାରିଅର ପାଇଁ ସବୁବେଳେ ଧ୍ୟାନ ଦେଇ ଆସୁଛନ୍ତି l ସୁନୀଲ ମିଶ୍ର ଓ ମମତା ମିଶ୍ର ଏହିଭଳି ଶିକ୍ଷାବିତ ପରିବାର ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ