ନିଲେଇପାଲି ଠାରେ ନୂଆଖାଇ ଭେଟଘାଟ ଅବସରରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ
ବରଗଡ ସାଂସଦ ପ୍ରଦୀପ ପୁରୋହିତ କଂ ଦ୍ବାରା ଉଦ୍ଘାଟିତ। ୧୬,୯ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀ ଲହଣ୍ଡା ମଣ୍ଡଳ ନୀଲେଇପାଲି ଗାଁ ରେ “ନୁଆଁଖାଇ ଭେଟ୍ ଘାଟ୍” ଆନୁକୁଲ୍ୟରେ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ “ଆମ ଲୋକପ୍ରିୟ ବରଗଡ ଲୋକସଭା ସାଂସଦ” “ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ” ମୁଖ୍ୟ ଅତିଥି ଭାବେ ଯୋଗୋଦେଇ ଟୁର୍ଣ୍ଣାମେଣ୍ଟ କୁ ଶୁଭାରମ୍ଭ କରିବା ସହିତ କ୍ଳବ୍ ର ପୁରୁଣା କାର୍ଯ୍ୟ କର୍ତ୍ତା ଙ୍କୁ ଉତ୍ତରୀୟ (ଉପଢୌକନ) ଦେଇ ସମ୍ମାନିତ କରିଥିଲେ।
