ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକ ମୃତ ।

ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକ ମୃତ ।

ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକ ମୃତ ।

ଗଜପତି (ମନୋଜ ପାଢ଼ୀ):- ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକ ମୃତ । ମୃତ ଯୁବକ ଜଣକ ହେଲେ ମୋହନା ଥାନା କିର୍ତିଂ ଗ୍ରାମର 26 ବର୍ଷୀୟ ନିଖିଲ ଦଳାଇ। ନିଖିଲ ମୋହନା ଥାନା ଶିଙ୍କୁଳିପଦର ନିକଟ ବିଜିପୁର ଗ୍ରାମକୁ କୌଣସି କାମରେ ଯାଉଥିବା ବେଳେ ବିଜିପୁର ଛକ ରେ ନିଖଲ୍ ଙ୍କ ବାଇକ୍ କୁ ଧକ୍କା ଦେଇଥିଲା ଗୋଡି ବଝେଇ ଟ୍ରାକ୍ଟର l ଦୁର୍ଘଟଣା ପରେ ଟ୍ରାକ୍ଟର 15 ଫୁଟ ତଳକୁ ଖସିଯାଇଥିଲା l ଫଳରେ ଘଟଣା ସ୍ଥଳରେ ହିଁ ନିଖିଲ ଙ୍କ ମୃତ୍ୟୁ ହୋଇଥିଲା l ଘଟଣା ସ୍ଥଳରୁ ଟ୍ରାକ୍ଟର ଗାଡ଼ି ଡ୍ରାଇଭେର ଫେରାର ଥିବା ଜଣାପଡିଛି lଖବର ପାଇ ଘଟଣା ସ୍ଥଳରେ ଚନ୍ଦ୍ରଗିରି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।