ଆରପାରିରେ ଵୀଜେନ୍ଦ୍ର ସାହୁ ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା ଗ୍ରାମ ଅଧିନସ୍ଥ ଗୌରପଡାର
ଵୀଜେନ୍ଦ୍ର ସାହୁ (୫୮)ଙ୍କର ନିଜ ବାସଭବନରେ କର୍କଟ ରୋଗରେ ମୃତ୍ୟୁବରଣ ହୋଇଯାଇଅଛି | ଜଣେ ସମାଜସେବୀ,ମିଷ୍ଟଭାଷୀଭାବରେ ବେଶ ଜଣାଶୁଣା |
ଦୀର୍ଘଦିନ ଧରି ଲରମ୍ଭା ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି କାର୍ଯ୍ୟକରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ| ତାଙ୍କର ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି | ତାଙ୍କ ବିୟୋଗରେ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ବିନୟ କୁମାର ନାୟକ, ସୁମନ୍ତ ପାଣିଗ୍ରାହୀ ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି |
ଆରପାରିରେ ଵୀଜେନ୍ଦ୍ର ସାହୁ ।
