ରେମଣ୍ଡା, ସଂକ୍ରିଡା ମେଘା ପ୍ରୋଜେକ୍ଟ ର ପାନୀୟଜଳର ସମସ୍ୟା ଦୂରକରି ପାଇଁ ଜନସାଧାରଣକଂ ଦାବି ହେଉଛି।

ରେମଣ୍ଡା, ସଂକ୍ରିଡା ମେଘା ପ୍ରୋଜେକ୍ଟ ର ପାନୀୟଜଳର ସମସ୍ୟା ଦୂରକରି ପାଇଁ ଜନସାଧାରଣକଂ ଦାବି ହେଉଛି।

ରେମଣ୍ଡା, ସଂକ୍ରିଡା ମେଘା ପ୍ରୋଜେକ୍ଟ ର ପାନୀୟଜଳର ସମସ୍ୟା ଦୂରକରି ପାଇଁ ଜନସାଧାରଣକଂ ଦାବି ହେଉଛି।

ବରଗଡ ୩୦୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା, ସଂକ୍ରିଡା ଗ୍ରାମପଞ୍ଚାୟତ ରେ ମହୁଲପାଲି ଠାରେ ଥିବା ମେଘା ପାନୀୟଜଳ ପ୍ରକଲ୍ପ ର ଦୀର୍ଘ ୨ ମାସ ପାନୀୟ ଜଳଯୋଗାଣ ବନ୍ଦ ରହିଛି ଫଳରେ ପାନୀୟଜଳର ଅସୁବିଧା ପରିଲକ୍ଷିତ ହେଉଛି, ଜନସାଧାରଣ ପାନୀୟଜଳର ନାନା ପ୍ରକାର ହଇରାଣ ହରକତ ଓ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ କର୍ତ୍ତୁପକ୍ଷ ଉଦାସୀନତା ଯୋଗୁଁ ଜନସାଧାରଣ ପାନୀୟଜଳର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମେଘା ପ୍ରୋଜେକ୍ଟ ର ଉଚ୍ଚ ଅଧିକାରୀ ଓ ବରଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ଗୋଏଲ ପାନୀୟଜଳର ବ୍ଯବସ୍ଥା କରିବା ପାଇଁ ଜନସାଧାରଣକଂ ଦାବି ହେଉଛି।