ତହସିଲ କାର୍ଯ୍ୟାଳୟ ଠାରେ ବନମହୋତ୍ସବ ପାଳିତ

ତହସିଲ କାର୍ଯ୍ୟାଳୟ ଠାରେ ବନମହୋତ୍ସବ ପାଳିତ

ତହସିଲ କାର୍ଯ୍ୟାଳୟ ଠାରେ ବନମହୋତ୍ସବ ପାଳିତ

ରାୟଗଡ ( info media) ଚlକୁଣ୍ଡା ଗ୍ରାମ ଓ ରାମନାଗୁଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ବନମହୋତ୍ସବ ପାଳିତ ହୋଇଯାଇଛି l ସ୍ଥାନୀୟ ତହସିଲ କାଯ୍ୟlଳୟ ପରିସରରେ ବନମହୋତ୍ସବ କାଯ୍ୟକ୍ରମରେ ରାମନାଗୁଡ଼ା ପଂଚାୟତ ସମିତି ଅଧକ୍ଷ ରବି ଶଙ୍କର ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ l ଏହି ଅବସରରେ ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ, ଅତରିକ୍ତ ତହସିଲଦାର ଗୟା ଡ଼ମ୍ବୁରୁଧାର ବେହେରା, ରେଞ୍ଜର ପ୍ରଦୀପ କୁମାର ଆଚାର୍ଯ୍ୟ, ଫରେଷ୍ଟର ଜୟଦେବ ଶବର, ରାଜସ୍ବ ପରିଦର୍ଶକ ବିବାନନ୍ଦ ଦାସ, ସେକ୍ସନ ଅଫିସର ସରଦା ଗମାଙ୍ଗ, ଶୁଣ୍ଢୀଧାମୁନି ସରପଞ୍ଚ ଭାସ୍କର କାଡ଼ରlକl, ବୁଥିଙ୍ଗ ସମିତି ସଭ୍ୟ ଅପାରଓ ପାତିକା ଓ ତହସିଲ କାଯ୍ୟଳୟ ର ସମସ୍ତ କର୍ମଚାରୀ ଓ ପାରଲା ସ୍କୁଲର ଛାତ୍ର ଛାତ୍ରୀ ଆଗ୍ରହର ସହ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ବୃକ୍ଷ ଓ ପରିବେଶର ସୁରକ୍ଷା ନେବା ପାଇଁ ସମସ୍ତେ ସଚେତନ ହେବା ଦରକାର ବୋଲି ମୁଖ୍ୟ ଅତିଥି ଶ୍ରୀ ଗମାଙ୍ଗ ମତ ପ୍ରକାଶ କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ