କନ୍ଧମାଳରେ ଏନକାଉଣ୍ଟର: ଶୀର୍ଷ ମାଓ ନେତା ଗଣେଶ ଉଇକେ ସହ ୪ ମାଓବାଦୀ ନିହତ

କନ୍ଧମାଳରେ ଏନକାଉଣ୍ଟର: ଶୀର୍ଷ ମାଓ ନେତା ଗଣେଶ ଉଇକେ ସହ ୪ ମାଓବାଦୀ ନିହତ

କନ୍ଧମାଳରେ ଏନକାଉଣ୍ଟର: ଶୀର୍ଷ ମାଓ ନେତା ଗଣେଶ ଉଇକେ ସହ ୪ ମାଓବାଦୀ ନିହତ

କନ୍ଧମାଳ: ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାରେ ଥିବା ରମ୍ଭା ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଭୟାବହ ମୁହାଁମୁହିଁ ହୋଇଛି। ଏହି ଏନକାଉଣ୍ଟରରେ ଦୁଇ ମହିଳାଙ୍କ ସମେତ ମୋଟ ୪ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ପୁଲିସ ପକ୍ଷରୁ ଦିଆଯାଇଛି।ପୁଲିସ ସୂତ୍ରରୁ ପ୍ରକାଶ, ନିହତ ମାଓବାଦୀମାନଙ୍କ ମଧ୍ୟରୁ ଜଣେ ଓଡ଼ିଶାର ଶୀର୍ଷ ମାଓ ନେତା ଗଣେଶ ଉଇକେ ବୋଲି ଚିହ୍ନଟ ହୋଇଛନ୍ତି।

ଗଣେଶ ଉଇକେଙ୍କ ମୁଣ୍ଡ ଉପରେ ୧.୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।ଅଞ୍ଚଳରେ ଏପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ, ପୁଲିସ ଓ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସତର୍କତା ଅବଳମ୍ବନ କରିଛନ୍ତି।