HomeLatest Newsଭୁଜାଲି ଦେଖାଇ PEOଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଭୁଜାଲି ଦେଖାଇ PEOଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ July 23, 2025byadmin କାମାକ୍ଷାନଗର,୨୩।୭(ସୁଧୀର କୁମାର ପରିଡ଼ା):ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଭଏରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଆକ୍ରମଣ କରି ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ୍ କରିଛନ୍ତି ୨ଦୁର୍ବୃତ୍ତ। ଭତ୍ତା ଦେଇ ପଲିସାନ୍ତରାପୁର ଗାଁରୁ ଫେରିବା ବାଟରେ ଆକ୍ରମଣ କରି ୨ ଲୁଟେରା ବାଇକରେ ଆସି ଭୁଜାଲିରେ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଲୁଟ କରିଥିବା କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହା ଉପରେ ତଦନ୍ତ କରୁଛି ।
ବାଘକୁ ଶିକାର କରି ବାଘ ମାଂସ ଖାଇଥିବା ବାପା, ପୁଅ ଓ ପୁତୁରା ଗିରଫ ଗଜପତି ବନ ବିଭାଗକୁ ମିଳିଲା ବଡ଼ ଧରଣର ସଫଳତା…. ବିରଳ କଲରାପତରିଆ ବାଘକୁ ଶିକାର କରି ବାଘ ମାଂସ ଖାଇଥିବା ବାପା, ପୁଅ ଓ ପୁତୁରା ଗିରଫ…
ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଟକ, ଜୁଲାଇ ୪: କଟକର ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ଚାଉଳିଆଗଞ୍ଜ ଥାନାର ଆଇଆଇସି ବ୍ୟୁଟି…
ବୟସ୍କ ବୃଦ୍ଧାଙ୍କୁ ହତ୍ୟା କଲେ ପୁଅ ବୋହୁ। ବୟସ୍କ ବୃଦ୍ଧାଙ୍କୁ ହତ୍ୟା କଲେ ପୁଅ ବୋହୁ। ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଦନ୍ତାରିବଗଡ ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଯାହାକି ବାପା ମା…