ସରକାରୀ କାର୍ଯ୍ୟକ୍ରମରେ ତିନି କଂଗ୍ରେସ ବିଧାୟକଙ୍କୁ ଅଣଦେଖା ମଞ୍ଚରେ ଭାଷଣ ପାଇଁ ସୁଯୋଗ ଦିଆ ନ ଯିବାକୁ ନେଇ ଅସନ୍ତୋଷ

ସରକାରୀ କାର୍ଯ୍ୟକ୍ରମରେ ତିନି କଂଗ୍ରେସ ବିଧାୟକଙ୍କୁ ଅଣଦେଖା ମଞ୍ଚରେ ଭାଷଣ ପାଇଁ ସୁଯୋଗ ଦିଆ ନ ଯିବାକୁ ନେଇ ଅସନ୍ତୋଷ

ସରକାରୀ କାର୍ଯ୍ୟକ୍ରମରେ ତିନି କଂଗ୍ରେସ ବିଧାୟକଙ୍କୁ ଅଣଦେଖା ମଞ୍ଚରେ ଭାଷଣ ପାଇଁ ସୁଯୋଗ ଦିଆ ନ ଯିବାକୁ ନେଇ ଅସନ୍ତୋଷ

ରାୟଗଡ଼ (info media)ପିଏମଜିଏସୱାଇ -୪ ସ୍ବୀକୃତି ପତ୍ର ହସ୍ତାନ୍ତର ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାୟଗଡ଼ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ତେବେ ଏହି କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାର ତିନି ଗୋଟି ନିର୍ବାଚନ ও ମଣ୍ଡଳୀ ରାୟଗଡ଼ା, ଗୁଣୁପୁର ବିଷମକଟକର କଂଗ୍ରେସ ବିଧାୟକ ଆପଲାସ୍ବାମୀ କାଡ୍ରାକା, ସତ୍ୟଜିତ ଗମାଙ୍ଗ ଓ ନୀଳମାଧବ ହିକ୍‌କା ସଭା ମଞ୍ଚରେ – ମଞ୍ଚାସିନ ଥିଲେ । ସମ୍ମାନିତ ଅତିଥି ଭାବେ ତିନି ବିଧା.ୟକ ଯୋଗଦାନ କରିଥିଲେ ମଧ୍ୟ କାର୍ଯ୍ୟକ୍ରମରେ ସେମାନଙ୍କୁ ନିଜର ଅଭିଭାଷଣ ପ୍ରଦାନ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇ ନ ଥିଲା | ଏଭଳିକି ତିନିବିଧାୟକଙ୍କୁ ଅଭିଭାଷଣ ରଖିବାକୁ ଡକା ମଧ୍ଯ ଯାଇନ‌ଥିଲା I ଫଳରେ ତିନି ବିଧାୟକ ମଞ୍ଚରେ କେବଳ ବସି ରହିଥିଲେ। ଯାହାକୁ ନେଇ ତିନି ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । କାର୍ଯ୍ୟକ୍ରମ ପରେ ତିନି ସ୍ଥାନୀୟ ଅଞ୍ଚଳର ବିଧାୟକ ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ ଜେ ସେମାନେ ହେଉଛନ୍ତି ସ୍ଥାନୀୟ ବିଧାୟକ । ଏଠାକାର ଵିଭିନ୍ନ ସହିତ ଏହି ଅଞ୍ଚଳର କଣ ବିଭିନ୍ନ ସମସ୍ୟା ଆବଶ୍ୟକତା ରହିଛି ତାହା ସେମାନେ ଜାଣିଛନ୍ତି । ଏତେ ବଡ଼ କାର୍ଯ୍ୟକ୍ରମ ଜିଲ୍ଲାର ବିକାଶ ପାଇଁ ହେଉଛି। ଆମେ ଏହାକୁ ବିଧାୟକ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ ବିରୋଧ କରୁନୁ | କିନ୍ତୁ ଆମେ କଂଗ୍ରେସ ବିଧାୟକ ବୋଲି ଆମକୁ ପଚାରାନିଯିବା ଅର୍ଥ ସଭାକୁ ଡାକି ଅପମାନ କରାଗଲା l ସଭା ମଞ୍ଚରେ ସମସ୍ତଙ୍କ ସମ୍ମୁଖରେ ଆମେ ଏହି ଅପମାନକୁ ଗ୍ରହଣ କରିପାରିନୁ। ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ଏକ ଏଲୋପଥ୍କ ମେଡିକାଲ କଲେଜ ସ୍ଥାପନା ପାଇଁ ରହିଥ‌ିବା ବେଳେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ ପାଇଁ ଘୋଷଣା କରିଛନ୍ତି | ବର୍ତ୍ତମାନ ସିଜିମାଳି ଅଞ୍ଚଳରେ ଆଦିବାସୀଙ୍କ ଉପରେ ପୋଲିସର ଅତ୍ଯାଚାର ଚାର ବୃଦ୍ଧି ପାଇଥିବା ବେଳେ ଏ ସମ୍ପର୍କରେ ଆଦିବାସୀଙ୍କ ପ୍ରତି ଏକ ଶବ୍ଦ ମଧ୍ଯ ମୁଖ୍ୟମନ୍ତ୍ରୀ କହିଲେ ନାହିଁ। ତେଣୁ ଆଗକୁ ଯଦି ସରକାରୀ କାର୍ଯ୍ୟକ୍ରମରେ ଆମକୁ ଡାକି ଯଦି ଅପମାନ କରାଯାଏ ତାହାହେଲେ ଏଭଳି ଅପମାନ ର ଜବାବ ଆମେ ନିଶ୍ଚିତ ଦେବୁ ବୋଲି ତିନି ବିଧାୟକ। ବିଧାୟକ। ଏହାକୁ ଏ ନେଇ ରାଜନୈତିକ ଏହାର ଜ କହିଛନ୍ତି ରାୟଗଡ଼ା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ରାୟଗଡ ବିଜେପି ର ପୂର୍ବତନ ଜ଼ିଲ୍ଲା ସଭାପତି ଶିବ ଉଲାକା ବିଧାୟକ ଙ୍କ ମନ୍ତବ୍ୟ କୁ ନିନ୍ଦା କରିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ