ଟ୍ରକ ଧକ୍କାରେ ବାଇକ ବାଇକଚାଳକ ମୃତ l

ଟ୍ରକ ଧକ୍କାରେ ବାଇକ ବାଇକଚାଳକ ମୃତ l

ଟ୍ରକ ଧକ୍କାରେ ବାଇକ ବାଇକଚାଳକ ମୃତ l

ଗଜପତି,18.5(ମନୋଜ ପାଢ଼ୀ):- ଟ୍ରକ ଧକ୍କା ବାଇକ୍ ଚାଳକ ମୃତ୍ୟୁ , ଟ୍ରକ ଫେରାର l ମୃତ ବାଇକ୍ ଚାଳକ ଜଣକ ହେଲେ ଆର.ଉଦୟଗିରି ଥାନା ଟିକାମାଳ ଗ୍ରାମର ଯିହୁଦା ଛିଞ୍ଚାଣି l ଯିହୁଦା ଚନ୍ଦ୍ରଗିରି ରୁ ନିଜ ବାଇକ ଯୋଗେ ଟିକାମାଲ ଯାଉଥିବା ସମୟରେ ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ଟାଙ୍କିଲି ପଦର୍ ରେଷ୍ଟ ହାଉସ ନିକଟରେ ଟ୍ରକ କୁ ଧକା ଦେଇଥିଲେ l ଘଟଣା ସ୍ଥଳରୁ ଟ୍ରକ୍ ଚଂପଟ ମାରିଛି l ଖବର ପାଇ ଘଟଣା ସ୍ଥଳେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପହଞ୍ଚି ସମସ୍ତ ଆହତ ଙ୍କୁ ନିଜ ଗାଡ଼ିରେ ଚନ୍ଦ୍ରଗିରି ମେଡିକାଲ ପହଞ୍ଚାଇଲେ l

ଏବଂ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ କହିଛି l