ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବରଙ୍କ ମୃତଦେହ ମିଳିଲା

ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବରଙ୍କ ମୃତଦେହ ମିଳିଲା
Spread the love

ଲମତାପୁଟ: ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବରଙ୍କ ମୃତଦେହ ମିଳିଲ।ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ୩ କି.ମି. ଦୂରରେ ମିଳିଲା ମୃତଦେହ।

ଗତ ୨୩ ତାରିଖରେ ଭିଡିଓ ଶୁଟିଂ ବେଳେ ଭାସି ଯାଇଥିଲେ ୟୁଟ୍ୟୁବର।ମୃତଦେହର ମୁଣ୍ଡ ନ ଥିବା ବେଳେ ଗୋଟିଏ ମୋବାଇଲ ଉଦ୍ଧାର