ତେଲେଙ୍ଗାନାରେ ଦୁର୍ଘଟଣାରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

Spread the love

ତେଲେଙ୍ଗାନାରେ ଦୁର୍ଘଟଣାରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ତେଲେଙ୍ଗାନାରେ ଦାଦନ ଖଟିବାକୁ ଯାଇଥିବା ୩ ଓଡ଼ିଆ ଶ୍ରମିକ ଦୁର୍ଘଟଣାରେ ଜୀବନ ହାରାଇଛନ୍ତି। ମୃତକମାନେ ନବରଂଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନ ବକଡାବେଡ଼ା ଗାଁର ବସିନ୍ଦା। ଘଟଣା ପରେ ପରିବାରମାନଙ୍କ ମଧ୍ୟରେ ଶୋକର ଛାୟା ପଡ଼ିଛି। ସୂତ୍ର ଅନୁସାରେ, ଆସନ୍ତାକାଲି ମୃତଦେହ ଗାଁକୁ ପହଞ୍ଚିବ।