ଯୁବତୀ କୁ ଦୁଷ୍କର୍ମ ଅଭିଯୋଗ ରେ ଯୁବକ କୁ କୋର୍ଟ ଚାଲାଣ

ଯୁବତୀ କୁ ଦୁଷ୍କର୍ମ ଅଭିଯୋଗ ରେ ଯୁବକ କୁ କୋର୍ଟ ଚାଲାଣ

ଯୁବତୀ କୁ ଦୁଷ୍କର୍ମ ଅଭିଯୋଗ ରେ ଯୁବକ କୁ କୋର୍ଟ ଚାଲାଣ ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଦିଗପହଣ୍ଡି ଥାନା ପୋଲିସ ଆର୍ ମିଟୁ ନାମକ ଜଣେ ଯୁବକ କୁ ଦୁଷ୍କର୍ମ ଘଟଣା ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ମିଟୁ ଜଣେ ଅବିବାହିତ ଯୁବତୀ କୁ ବିବାହ ପ୍ରତିଶ୍ରୁତି ଦେଇ ଗତ ୫ ବର୍ଷ ହେବ ସମ୍ପର୍କରେ ରହି ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ଏହି କିଛି ମାସ ହେବ ଉକ୍ତ ଯୁବତୀ ସହ ସମ୍ପର୍କ ଛିନ୍ନ କରି ବିବାହ ନକରିବା ପାଇଁ ରୋକ୍ ଠୋକ୍ ମନା କରିଦେଲେ। ଯଦ୍ୱାରା ଯୁବତୀ ଜଣକ ଶେଷରେ ଥାନା ର ଦ୍ଵାରସ୍ଥ ହୋଇଥିଲେ ଓ ଅଭିଯୋଗ କୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ମିଟୁ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।