ବିଦ୍ୟୁତ୍ ଆଘାତରେ ଜୀବନ ଦୀପ ଲିଭିଗଲା

ବିଦ୍ୟୁତ୍ ଆଘାତରେ ଜୀବନ ଦୀପ ଲିଭିଗଲା

ବିଦ୍ୟୁତ୍ ଆଘାତରେ ଜୀବନ ଦୀପ ଲିଭିଗଲା।( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଗତକାଲି ବିଳମ୍ବିତ ରାତିରେ ଏକ ଅଘଟଣ ଘଟି ବଳିଆ ନାହାକ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ସହରର ରାଧାକୃଷ୍ଣ କମିଟି ପକ୍ଷରୁ ଆୟୋଜିତ ଅପେରା “ଯାତ୍ରା ସିଂହବାହିନୀ “ର ନାଟକ ପରିବେଷଣ ଦେଖିବାକୁ ଆସି ବିଦ୍ୟୁତ୍ ଆଘାତ ଖାଇ ମୃତ ବଳିଆ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ବଳିଆର ଘର ନିକଟସ୍ଥ ଆଙ୍କୋରଡା ଗ୍ରାମ ଓ ଅପେରା ଦେଖିବାକୁ ଆସି ଏହି ଭଳି ଅଘଟଣ ର ସମ୍ମୁଖୀନ ହୋଇଛି।