ନିର୍ମାଣଧୀନ ଭୋଗମଣ୍ଡପ କାର୍ଯ୍ୟର ସମୀକ୍ଷା କରିଛନ୍ତି ତାଳଚେରର ମାନ୍ୟବର ବିଧାୟକ ବ୍ରଜକିଶୋର ପ୍ରଧାନ

ନିର୍ମାଣଧୀନ ଭୋଗମଣ୍ଡପ କାର୍ଯ୍ୟର ସମୀକ୍ଷା କରିଛନ୍ତି ତାଳଚେରର ମାନ୍ୟବର ବିଧାୟକ ବ୍ରଜକିଶୋର ପ୍ରଧାନ

ଆଜି ତାଳଚେର ବ୍ଲକ ଅନ୍ତର୍ଗତ ସୋଲଡ଼ା ସୁରିଙ୍ଗୀ ଗୁରୁକୂଳ ଆଶ୍ରମ ପରିସରରେ ନିର୍ମାଣଧୀନ ଭୋଗମଣ୍ଡପ କାର୍ଯ୍ୟର ସମୀକ୍ଷା କରିଛନ୍ତି ତାଳଚେରର ମାନ୍ୟବର ବିଧାୟକ ବ୍ରଜକିଶୋର ପ୍ରଧାନ।ଏହି ସମୟରେ କାର୍ଯ୍ୟର ଅଗ୍ରଗତି, ଗୁଣବତ୍ତା ଓ ଶୀଘ୍ର ସମାପ୍ତି ନେଇ ସମୀକ୍ଷା କରାଯାଇଥିଲା।ଗଣେଶ ପାଣିଗ୍ରାହୀ ରିପୋର୍ଟ।