ପ୍ରଶାସନ ଓ ଆନ୍ଦୋଳନକାରୀ ଆଲୋଚନା ବିଫଳ ।

ପ୍ରଶାସନ ଓ ଆନ୍ଦୋଳନକାରୀ ଆଲୋଚନା ବିଫଳ ।

ପ୍ରଶାସନ ଓ ଆନ୍ଦୋଳନକାରୀ ଆଲୋଚନା ବିଫଳ ।

ଗଜପତି,୧୪.୫(ମନୋଜ ପାଢ଼ୀ)-: ତେବେ ଦୀର୍ଘ ସମୟ ଧରି ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଫଳରେ ଯଥା ଶୀଘ୍ର ଉଭୟ ପକ୍ଷଙ୍କ ଉପସ୍ଥିତିରେ ଆଉ ଏକ ଅନୁଷ୍ଠିତ ହେବ ଏବ ଶାନ୍ତି କମିଟି ଗଠନ କରି ବିବାଦର ସମାଧାନ ସହ ସୁରୁଖୁରୁରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଗଜପତି ଏସପି ଶ୍ରବଣ ବିବେକ ଏମ୍ କହିଛନ୍ତି। ସେହିଭଳି ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ତେବେ ପୂର୍ବରୁ ସେମାନଙ୍କ ଦାବିକୁ ଅଣଦେଖା କରିବା କୈଣଶି କମିଟିରେ ସେମାନଙ୍କୁ ସାମିଲ ନକରିବା। ପ୍ରସ୍ତୁତି ବୈଠକରେ ସୂଚନା ଦେବା ସମ୍ପର୍କରେ ସେ ଜାଣି ନଥିବା କହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇନଥିବା କହିଛନ୍ତି । ତେବେ ବିବାଦର ସମାଧାନ ନହେଲେ ଆନ୍ଦୋଳନ ତୀବ୍ରତର ହେବ ହଜାର ଆଦିବାସୀଙ୍କ ମେଳି ହେବ , ଆଦିବାସୀ ମହାସଂଘ ଆଦିବାସୀଙ୍କ ଅଧିକାର ଓ ସଂସ୍କୃତି ପରମ୍ପରାକୁ ନଷ୍ଟ କରିବାକୁ ଦେବ ନାହିଁ ବୋଲି ଆଦିବାସୀ ମହାସଂଘର ସଭାପତି ନିର ଶବର କହିଛନ୍ତି।