ଭୟଙ୍କର ବିସ୍ପୋରଣ ବାସଗୃହ ଛିନଛତ୍ର, ପରିବାର ର ୩ ଜଣ ଗୁରୁତର, ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର।

ଭୟଙ୍କର ବିସ୍ପୋରଣ ବାସଗୃହ ଛିନଛତ୍ର, ପରିବାର ର ୩ ଜଣ ଗୁରୁତର, ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର।

ଭୟଙ୍କର ବିସ୍ପୋରଣ ବାସଗୃହ ଛିନଛତ୍ର, ପରିବାର ର ୩ ଜଣ ଗୁରୁତର, ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର।

ଗଞ୍ଜାମ ଜିଲ୍ଲା ଖଲିକୋଟ ସହର ଅରବିନ୍ଦ ନଗର ଦ୍ଵିତୀୟ ଗଳିରେ ଭୋର୍ ସମୟରେ ଗୋଟିଏ ଘରେ ଭୟାବହ ବିସ୍ପୋରଣ ଘଟି ଗୋଟିଏ ବାସଗୃହ ଭାଙ୍ଗି ଯାଇଛି ଓ ଘର ଭିତରେ ଥିବା କପିଳ ଚନ୍ଦ୍ର ମହାରଣା, ପତ୍ନୀ ମୀରା ମହାରଣା ଓ ପୁତ୍ର ବିକାଶ ମହାରଣା ଗୁରୁତର ଆହତ ହୋଇ ପ୍ରଥମେ ଖଲିକୋଟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏମ୍ସ ଡାକ୍ତରଖାନାକୁ ପଠାଯାଇଛି। ପରିବାର ଲୋକେ ନିଘୋଡ଼ ନିଦରେ ଶୋଇଥିବା ବେଳେ ଏହି ଭଳି ଘଟଣା ଘଟିଛି। ବିସ୍ପୋରଣର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ଓ ସାଇଣ୍ଟିଫିକ୍ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଜଣାପଡିଛି।