ବିଜୁ ଜନତାଦଳ ମୋହନା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ବାବୁଙ୍କର ୧୧୦ତମ ଜୟନ୍ତୀ ପାଳିତ ।

ବିଜୁ ଜନତାଦଳ ମୋହନା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ବାବୁଙ୍କର ୧୧୦ତମ ଜୟନ୍ତୀ ପାଳିତ ।

ବିଜୁ ଜନତାଦଳ ମୋହନା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ବାବୁଙ୍କର ୧୧୦ତମ ଜୟନ୍ତୀ ପାଳିତ ।

ଗଜପତି (ମନୋଜ ପାଢ଼ୀ) ତା — 5/3/26 ଆଜି ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ର କଲ୍ୟାଣ ମଣ୍ଡପରେ ଠାରେ ବିଜୁ ଜନତା ଦଳ ର ଚାରି ଗୋଟି ବ୍ଲକ ମୋହନା, ଆର, ଉଦୟଗିରି, ନୂଆଗଡ ଏବଂ ରାଇଗଡ଼ ବ୍ଲକ ର ବିଜୁ ଜନତା ଦଳର ସମସ୍ତ କର୍ମୀ ଉପସ୍ଥିତ ରହି, ପ୍ରଥମେ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ବାବୁଙ୍କ 110 ତମ ମହାନ ଜନ୍ମ ଜୟନ୍ତୀ ର ଶ୍ରଦ୍ଧାଞ୍ଜଳି ଦେଇ ଏକ ଦେଶାତ୍ମକ ଗୀତ ଗାଈ ଥିଲେ। ପରେ ପରେ ଜିଲା ଏବଂ ରାଜ୍ୟ ର ସବୁ ବିଜୁ ଜନତା ଦଳର କର୍ମୀ ମାନଙ୍କୁ ଉପଢୌ଼ଙ୍କନ ଦେଇ ସମ୍ମାନିତ କରାଯାଇଥିଲା । ସମସ୍ତକର୍ମୀ ବିଜୁ ବାବୁଙ୍କ ଉପରେ ନିଜ ନିଜର ଅଭି ଭାଷଣ ଦେଇଥିଲେ l

ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ଚାରି ଶହ ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ। ମୁଖ୍ୟ କର୍ମ କର୍ତ୍ତା ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାରଳାଖେମୁଣ୍ଡି ଶ୍ରୀ ଗାଵରା ତିରୁପତୀ ରାଓ,ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ, ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଉପ ସଭାପତି ଭାସ୍କର ସାହୁ,ଉପ ସଭାପତି ଜେମ୍ସ ରାଇକା,ଉପ ସଭାପତି ହାଡ଼ିଆ କନ୍ଦ, 11 ନମ୍ବର ଜୋନ ର ଜିଲା ପରିଷଦ ଶ୍ରୀମତି ଯମୁନା ଦଳବେହେରା ,ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ମୋହନା,ଆର, ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ଆର, ଉଦୟଗିରି, ନୂଆଗଡବ୍ଲକ ବିଜେଡି ସଭାପତି ଯଖିୟ ମଣ୍ଡଳ, ରାୟଗଡ ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ମହାନ୍ତି, ଆର, ଉଦୟଗିରି ବ୍ଲକ ସଭାପତି ରାଜୁ ରାଣସିଙ୍ଗ ରାଜ୍ୟର ଯୁବ ସାଧାରଣ ସମ୍ପାଦକ ସୁନୀଲ ବିଷୋୟୀ, ରାଜ୍ୟର ଛାତ୍ର ସାଧାରଣ ସମ୍ପାଦକ ସଂଗ୍ରାମ ପାତ୍ର (ରାଜା ଭାଇ )ଏବଂ ସରୋଜ ବଡରଇତ, ଟେକେଶ୍ୱର ମହାଙ୍କୁଡ ଯୁବ ନେତା ଆର, ଉଦୟଗିରି ମହିଳା ସଭାନେତ୍ରୀ ସୁବାସିନୀ ରଇତ ଙ୍କ ଉପସ୍ଥିତ ରେ ଆଜିର କାର୍ଯ୍ୟକ୍ରମ ପରିଚାଳନା ଓ ସମାପ୍ତ ହୋଇଥିଲା।