ବୈପାରୀଗୁଡା – ବାହୁଡ଼ା ଯାତ୍ରା ଦେଖି ଫେରିବା ବେଳେ ବଡ଼ ଅଘଟଣ। ୨ ମୃତ୍ୟୁ, ଦଶ ଗୁରୁତରମୃତକ ବୈପାରୀଗୁଡା ବ୍ଲକର ମୂଷାପୋଦର ଗାଁ ର ମାଝୀ ଖିଲ ଏବଂ ଅନ୍ୟ ଜଣେ କାଠପୋଡା ଗାଁ ର ରାମସିଂ ପରଜା, ବୈପାରୀଗୁଡା ଅଂଚଳରେ ପୃଥକ ପୃଥକ ପାଞ୍ଚଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ଦଶ ଗୁରୁତର ଅବସ୍ଥାରେ ବୈପାରୀଗୁଡା ମେଡ଼ିକାଲରେ ଭର୍ତି ହୋଇଛନ୍ତି
ବାହୁଡ଼ା ଯାତ୍ରା ଦେଖି ଫେରିବା ବେଳେ ବଡ଼ ଅଘଟଣ। ୨ ମୃତ୍ୟୁ, ଦଶ ଗୁରୁତରମୃତକ
