Home / Odisha News / ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗସ୍ତ ସମାପ୍ତ କରି ଫେରିଲେ ରାଷ୍ଟ୍ରପତି,

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗସ୍ତ ସମାପ୍ତ କରି ଫେରିଲେ ରାଷ୍ଟ୍ରପତି,

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗସ୍ତ ସମାପ୍ତ କରି ଫେରିଲେ ରାଷ୍ଟ୍ରପତି,

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗସ୍ତ ସମାପ୍ତ କରି ଫେରିଲେ ରାଷ୍ଟ୍ରପତି, ବିମାନ ବନ୍ଦରରେ ରାଜ୍ୟ ପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଦାୟ । ଦେଶର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀ ଆଜି ଦକ୍ଷିଣ ଓଡ଼ିଶା ଗସ୍ତ ସମାପ୍ତ କରି ଫେରିଛନ୍ତି । ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟ ପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟମାନେ ଭାବିହ୍ୱଳ ଭାବେ ବିଦାୟ ଦେଇଛନ୍ତି । ସେନାର ଗାର୍ଡ ଅଫ୍ ଅନର୍ ସହିତ ରାଷ୍ଟ୍ରପତିଙ୍କୁ ବିଦାୟ ଦିଆଯାଇଥିଲା । ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦକ୍ଷିଣ ଓଡ଼ିଶାର ବିକାଶ ଓ ଲୋକଙ୍କ ସହ ସମ୍ପର୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଗଞ୍ଜାମ ଜିଲ୍ଲା ରିପୋର୍ଟ ଗଣେଶ ପାଣିଗ୍ରାହୀ ରିପୋର୍ଟ