ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ମତରେ ମହେନ୍ଦ୍ର ମେଳାରେ ବିପୁଳ ସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ବିନା ଆୟୋଜନ ଫଳରେ ଶ୍ରଦ୍ଧାଳୁମାନଙ୍କୁ ଏଭଳି ସମସ୍ଯା ଭୋଗିବାକୁ ପଡ଼ୁଛି। ଗୋଟିଏ ପଟେ ମହେନ୍ଦ୍ର ମେଳାରେ ଅଭୂତପୂର୍ବ ଜନସମାଗମ ଧାର୍ମିକ ଆସ୍ଥାର ପ୍ରତିଫଳନ ହୋଇଥିବା ବେଳେ ଅନ୍ୟପଟେ ପ୍ରଶାସନିକ ପ୍ରସ୍ତୁତି ଓ ଭିଡ଼ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ମତରେ ମହେନ୍ଦ୍ର ମେଳାରେ ବିପୁଳ ସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ବିନା ଆୟୋଜନ ଫଳରେ…
