ଦ୍ବିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ।

ଦ୍ବିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ।

ଦ୍ବିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳ ରେ ଉଦଘାଟିତ 07 ଜୁନ 2026, ସରକାରୀ ଉଚ୍ଚ ବିଦ୍ୟାଳୟ, ଟାମ୍ପରସରା, ବ୍ଲକ – ଅତାବିରା, ଜିଲ୍ଲା – ବରଗଡ ଠାରେ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ପ୍ରଧାନ ଶିକ୍ଷୟତ୍ରୀ ମନ୍ଦାକିନୀ ପଣ୍ଡା, ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର, ଅଶ୍ୱିନୀ ପ୍ରଧାନ ଆଲୁମିନି ସଦଶ୍ୟ ଟାମ୍ପରସରା ସରକାରୀ ବିଦ୍ୟାଳୟ, ରାଜକିଶୋର ଛନ୍ଦ ସରପଞ୍ଚ ଟାମ୍ପରସରା, ବରଗଡ ଲୋକସଭା ସାଂସଦଙ୍କ ପ୍ରତିନିଧି କୁଶ କୁମ୍ଭାର, ବିଧାୟକ ପ୍ରତିନିଧି ମିଳନ ସେଠ, ବଜେପି ଜିଲ୍ଲା ସମ୍ପାଦକ ଅର୍ଚନା ପ୍ରିୟଦର୍ଶନୀ ବାଗ, ନରେଶ ଶର୍ମା, ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାଥୁଆ, ସ୍କୁଲ ର ଷ୍ଟାଫ, ଅଭି ଭାବକ/ଭାବିକା, ସତାଧିକ ଛାତ୍ର ଛାତ୍ରୀ ଉପସ୍ତିତ ଥିଲେ.