ଗଞ୍ଜାମ ଜିଲ୍ଲା ଡ଼ଃ ହୃଷୀକେଶ ଦାଶ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା। ପୋଲସରା :- ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ବିଭାଗର ଡେମୋନଷ୍ଟ୍ରେଟର ଡ଼ଃ ହୃଷୀକେଶ ଦାଶ ଙ୍କୁ ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ କୁମାର ନାୟକ ଓ ମହାବିଦ୍ୟାଳୟର ଅଧ...
ଗଞ୍ଜାମ ଜିଲ୍ଲା ବୁଗୁଡ଼ା କୋର୍ଟ ପରିସରରେ ୭୭ ତମ ବନ ମହୋତ୍ସବ ପାଳନ ବୁଗୁଡ଼ା ୦୪/୦୭/୨୬ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବୃକ୍ଷ ରୋପଣର ଆବଶ୍ୟକ ରହିଥିବା ବେଳେ ବୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ତାଲୁକା ଆଇନ ସେବା...
ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା,ଚାଷୀ ତରତର l ଆସିକା(୪/୭/୨୬) ଲଘୁଚାପ ଜନିତ ବର୍ଷା ଶୁକ୍ରବାର ଠାରୁ ଧରାକୋଟ ଅଞ୍ଚଳରେ ଆରମ୍ଭ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ବର୍ଷା ଯୋଗୁଁ ଚାଷୀ କୂଳ ଆଶ୍ୱସ୍ତ ହୋଇଛନ୍ତି। ବ୍ଲକର ଅଠ...
ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣ ଦେଶୀମଦ ଜବତ ସହ ଚାରି ଗିରଫ । ଗଜପତି(ମନୋଜ ପାଢୀ)- ଗଜପତି ଜିଲ୍ଲା ଅବକାରୀ ଅଧୀକ୍ଷଣ ପ୍ରଦିପ କୁମାର ସାହୁଙ୍କ ନିର୍ଦେଶ କ୍ରମେ ଅବକାରୀ ନିରୀକ୍ଷକଙ୍କ ନେତୃତ୍ବରେ ପାରଳାଖେମୁଣ୍ଡି ଅବକାରୀ ଥାନାର ଭାରପ...
ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ । ଗଜପତି,(ମନୋଜ ପାଢ଼ୀ): ଗଜପତି ଜିଲ୍ଲାରେ ଗୁଣି ସନ୍ଦେହରୁ ଏକ ଗ୍ରାମର ମଝିରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରି ବାନ୍ଧି ରଖିଥିବା ବେଳେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର...
କାର ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ 7 ଜଣ ଯାତ୍ରୀ । ଗଜପତି (ମନୋଜ ପାଢ଼ୀ): ଗଜପତି ଜିଲ୍ଲାର ଆର. ଉଦୟଗିରି ଠାରୁ ରାୟଗଡ ଜିଲ୍ଲାକୁ ଏକ କାର ଯୋଗେ 7 ଜଣ ଯାତ୍ରୀ ଯାଉଥିବା ବେଳେ 326 ନଂ ରାଜ୍ୟ ରାଜପଥ ଟିକାମାଳ ଗ୍ରାମ ନିକଟରେ ଦୁର୍ଗମ ...
ଗଜପତି ଜିଲ୍ଲାସ୍ତରୀୟ ସ୍ତରୀୟ ମହିଳା ସାଇକେଲ ରାଲି ଅନୁଷ୍ଠିତ। ଗଜପତି (ମନୋଜ ପାଢ଼ୀ)ବିଶ୍ୱ ସାଇକେଲ ଦିବସ ଉପଲକ୍ଷେ ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏକ ଜିଲ୍ଲା ସ୍ତରୀୟ ...
କାଶୀନଗର ବଂଶଧାରା ନଦୀ ହିଡ଼ବନ୍ଧ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଅସନ୍ତୋଷ । ଗଜପତି:-୪/୭(ମନୋଜ ପାଢ଼ୀ) ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ହିଡ଼ବନ୍ଧ ...
ଆଇପିଏଲ୍ ଫାଉଣ୍ଡେସନ୍ ଏବଂ ସିୟୁଟିଏମର ମିଳିତ ଗ୍ରାମୀଣ ସମ୍ପ୍ରସାରଣ ଅଭିଯାନ; ଗଜପତି ଜିଲ୍ଲାରେ ୭୫ ଜଣ ‘ଅମୃତ ଇଣ୍ଟର୍ନ’ ନିୟୋଜିତ ଗଜପତି:୪/୭(ମନୋଜ ପାଢ଼ୀ)ସେଞ୍ଚୁରିଆନ ୟୁନିଭରର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଏବଂ ନୂଆଦିଲ୍ଲ...
*ଦକ୍ଷିଣପୁର କ୍ଲୋଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ** ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ପଦରବାଲି, କୁକୁଡ଼ାଖଣ୍ଡି ବ୍ଲକ୍ ।* ଦକ୍ଷିଣପୁର କ୍ଲୋଷ୍ଟରସ୍ଥ, ପଦରବାଲି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦକ୍ଷିଣପୁର କ...










