ରେମଣ୍ଡା, ନାଗପଡ଼ା ପାଣି ଟାକିଂ ରୁ ମେଘା ପାନୀୟଜଳ ପ୍ରକଲ୍ପ ରୁ ଯୋଗାଣ ବନ୍ଦ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି।
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ ଅଧୀନ ନାଗପଡ଼ା ଗ୍ରାମର ମେଗା ପାନୀୟ ଜଳ ପ୍ରକଳ୍ପରେ ଦୀର୍ଘ ୧୫ ଦିନ ହେଲାଣି ପାଣି ଟାଙ୍କିକୁ ପାଣି ଯୋଗାଣ ହେଉନି, ଉପରୁ ଜଳ ଯୋଗାଣ ବନ୍ଦ ଅଛି, ଶୁଣିବାକୁ ମିଳୁଛି ଆହୁରି କେତେ ଦିନ ଲାଗିବ,ଫଳରେ ନାଗପଡ଼ା, ମହୁଲପାଲି, ଥୁଆପାଲି, ଝରାପାଲି ମାର୍କେଟ ର ହଲଧରଟିକରା, ଭୋଇପାଲି, ଫଟାଟିକରା ଗ୍ରାମ ର ଲୋକମାନେ ଯଦ୍ୱାରା ପିଇବା ପାଣି ପାଇ ପାରୁ ବଞ୍ଚିତ ହେଉଛନ୍ତି ।ଏଥିପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ପାନୀୟଜଳର ସୁବ୍ଯବସ୍ଥା କରିବାକୁ ଜନସାଧାରଣରେ କଂ ଦାବି ହେଉଛି।
ରେମଣ୍ଡା, ନାଗପଡ଼ା ପାଣି ଟାକିଂ ରୁ ମେଘା ପାନୀୟଜଳ ପ୍ରକଲ୍ପ ରୁ ଯୋଗାଣ ବନ୍ଦ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି।