ବାଘସାଳା କୁମ୍ଭାର ସାହି ରେ ବିଧାୟକ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ।
ଗଜପତି(ମନୋଜ ପାଢୀ) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶଳା ଗ୍ରାମ ର କୁମ୍ଭାର ସାହି ପହଞ୍ଚି ବିଧାୟକ ରୁପେଶ ପାଣିଗ୍ରାହୀ ,ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥଲେ, ପ୍ରଥମେ କୁମ୍ଭାର ମାନଙ୍କ ଜୀବିକା ଉପରେ ପଚାରି ବୁଝିଥିଲେ ବିଧାୟକ, ବର୍ତ୍ତମାନ ଯୁଗରେ ମାଟି ହାଣ୍ଡି, ମାଟି ସୋରା, ମାଟିର ବିଭିନ୍ନ ସାମଗ୍ରୀ ର ଚାହିଦା ସମ୍ପୁଣ ଠପ ହୋଇଯାଇଥିବା ବେଳେ ,ସେଇ କୁମ୍ଭାର ପରିବାର ମାନଙ୍କ ଘର ପରିବାର ଚାଲିବା ଅସୁବିଧା ର ସମ୍ମୁଖୀନ ହେଉଥିବା ନେଇ ଗ୍ରାମ ବାସି ଅଭିଯୋଗ କରିଥିଲେ , ଏହି ବିଷୟ ନେଇ ସରକାର ଓ ପ୍ରଶାସନ କୁ ଜଣାଇ ଏହି କୁମ୍ଭାର ସାମ୍ପ୍ରଦୟିକ ଲୋକ ମାନଙ୍କ ସୁବିଧା ପାଇଁ ବିଧାୟକ ଜଣାଇବେ ବୋଲି ପ୍ରସ୍ତୁତି ଦେଇଛନ୍ତି ,ଏହି ଗ୍ରସ୍ତ ସମୟରେ ଗୋସାଣି ବ୍ଲକ ଅଧ୍ୟକ୍ଷ ଭି ବିରରାଜୁ,ଜିଲ୍ଲାପରିଷଦ ଏସ ବାଲରାଜୁ, ସ୍ଥାନୀୟ ସରପଞ୍ଚ ସମିତି ଉପସ୍ଥିତ ଥିଲେ ।
