ଓଡିଶା ମୋଟର ଚାଳକ ସଂଘ ତଥା ମାଁ ବିନ୍ଧ୍ୟବାସିନୀ ଟେକ୍ସି ଷ୍ଟେଣ୍ଡ ପକ୍ଷରୁ ବାବା ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।

ଓଡିଶା ମୋଟର ଚାଳକ ସଂଘ ତଥା ମାଁ ବିନ୍ଧ୍ୟବାସିନୀ ଟେକ୍ସି ଷ୍ଟେଣ୍ଡ ପକ୍ଷରୁ ବାବା ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।
Spread the love

ଓଡିଶା ମୋଟର ଚାଳକ ସଂଘ ତଥା ମାଁ ବିନ୍ଧ୍ୟବାସିନୀ ଟେକ୍ସି ଷ୍ଟେଣ୍ଡ ପକ୍ଷରୁ ବାବା ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।

ବରଗଡ ୧୭,୯-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଥୁଆପାଲି ଠାରେ ଓଡିଶା ମୋଟର ଚାଳକ ସଂଘ ତଥା ମାଁ ବିନ୍ଧ୍ୟବାସିନୀ ଟେକ୍ସି ଷ୍ଟେଣ୍ଡ ପକ୍ଷରୁ ବାବା ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଟେକ୍ସି ଷ୍ଟେଣ୍ଡ ର ସଭାପତି ପିଣ୍ଟୁ ପାଢ଼ୀ କର୍ତା ଭାବରେ ଦାଇତ୍ବ ତୁଲାଇଥିଲେ। ପଣ୍ଡିତ ଭାବରେ ରୁଦ୍ର ଦାସ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି ଥିଲେ। ଏହି ସମୟରେ ଥୁଆପାଲି ଟେକ୍ସି ର ଉପସଭାପତି ଘନଶ୍ଯାମ ଖୁଣ୍ଟୁଲି, ସଂପାଦକ ଅଜିତ ବେଗ ଓ ସଦସ୍ୟ ଚକା ବାଗ, ରାମ ପଧାନ, ଚନ୍ତାମଣି ମେହେର, ରଶ୍ମିରଞ୍ଜନ ପାଢ଼ୀ, ସୂରଜ, ସୋନୁ, ପ୍ରମୋଦ, ସଞ୍ଜୟ, ବିନୟ ଓ ଅନ୍ଯାନ୍ଯ ଥୁଆପାଲି ଟେକ୍ସି ଷ୍ଟେଣ୍ଡ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟ ସହଯୋଗ କରିଥିଲେ।ପରିଶେଷରେ ଶ୍ରଦ୍ଧାଳୁ ମାଂନକ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।