ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ରାୟ: ଦୁଇ ପୂର୍ବତନ ରାଜସ୍ବ ଅଧିକାରୀଙ୍କୁ କାରାଦଣ୍ଡ

ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ରାୟ: ଦୁଇ ପୂର୍ବତନ ରାଜସ୍ବ ଅଧିକାରୀଙ୍କୁ କାରାଦଣ୍ଡ

ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ରାୟ: ଦୁଇ ପୂର୍ବତନ ରାଜସ୍ବ ଅଧିକାରୀଙ୍କୁ କାରାଦଣ୍ଡ

ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ (ଭିଜିଲାନ୍ସ କୋର୍ଟ) ଗୁରୁଣ୍ଡିଆ ବ୍ଲକର ସୋଲ ରାଜସ୍ବ ମଣ୍ଡଳର ପୂର୍ବତନ ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ମିଶ୍ର ଓ ତତ୍କାଳୀନ ସହକାରୀ ରାଜସ୍ବ ନିରୀକ୍ଷକ ଶିଶିର କୁମାର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛି।ଅଦାଲତ ତାଙ୍କୁ ୪ ବର୍ଷ କାରାଦଣ୍ଡ ଓ ୧୦,୦୦୦ ଟଙ୍କା ଜରିମାନା ଦେଇଛି। ଜରିମାନା ଅନାଦାୟ କରିଲେ, ଆହୁରି ୪ ମାସରେ କାରାଦଣ୍ଡ ବୃଦ୍ଧି କରାଯିବ ବୋଲି ରାୟରେ ଉଲ୍ଲେଖ ହୋଇଛି।

Leave a Reply

Your email address will not be published. Required fields are marked *