ଗଜପତି ଜିଲ୍ଲାପାଳ ଙ୍କୁ ଭେଟିଲେ ମୋହନା ବିଧାୟକ ଦାଶରଥି ।

Spread the love

ଗଜପତି ଜିଲ୍ଲାପାଳ ଙ୍କୁ ଭେଟିଲେ ମୋହନା ବିଧାୟକ ଦାଶରଥି ।ଆର,ଉଦୟଗିରି(ମନୋଜ ପାଢୀ/ ୩୧/୭/ଗଜପତି ଜିଲ୍ଲା ପାରଳାଖେମୁଣ୍ଡି -ଗତ କିଛି ଦିନ ତଳେ ଗଜପତି ଜିଲ୍ଲା ପୂର୍ବତନ ଜିଲ୍ଲାପାଳ ବିଜୟ ଶଙ୍କର ଦାସଙ୍କ ସ୍ଥାନରେ ଜିଲ୍ଲାପାଳ ନିଯୁକ୍ତ ହୋଇଥିବା ନବ ନିଯୁକ୍ତ ଜିଲ୍ଲାପାଳ ସୁଶ୍ରୀ ମଧୁସ୍ମିତା ଙ୍କୁ ଭେଟିଲେ ମୋହନା ବିଧାୟକ ଦାଶରଥି ଗମାଙ୍ଗ। ସେ ଜିଲ୍ଲାପାଳ ଙ୍କୁ ଭେଟି ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହ ଜିଲ୍ଳାର ତଥା ମୋହନା ନିର୍ବାଚନ ମଣ୍ଡଳୀର ଉନ୍ନତି ଦୃତ ଗତିରେ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ତତ୍ ସହିତ ଗଜପତି ଜିଲ୍ଲା ର ଗୁମ୍ମା ବ୍ଲକ ଓ ଆର୍ ଉଦୟଗିରି ବ୍ଳକ ଆକାଂକ୍ଷୀ ବ୍ଲକ ରେ ଉନ୍ନତ ପ୍ରଦର୍ଶନ କରିଥିବା ହେତୁ ମଧ୍ଯ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି।