HomeLatest Newsଭୁଜାଲି ଦେଖାଇ PEOଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଭୁଜାଲି ଦେଖାଇ PEOଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ July 23, 2025byadmin କାମାକ୍ଷାନଗର,୨୩।୭(ସୁଧୀର କୁମାର ପରିଡ଼ା):ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଭଏରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଆକ୍ରମଣ କରି ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ୍ କରିଛନ୍ତି ୨ଦୁର୍ବୃତ୍ତ। ଭତ୍ତା ଦେଇ ପଲିସାନ୍ତରାପୁର ଗାଁରୁ ଫେରିବା ବାଟରେ ଆକ୍ରମଣ କରି ୨ ଲୁଟେରା ବାଇକରେ ଆସି ଭୁଜାଲିରେ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଲୁଟ କରିଥିବା କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହା ଉପରେ ତଦନ୍ତ କରୁଛି ।
ସେରଙ୍ଗ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ସେରଙ୍ଗ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଜପତି,୭.୨.(ମନୋଜ ପାଢ଼ୀ)-: ସେରଙ୍ଗ ପୋଲିସକୁ ମିଳିଛି ଏକ ବଡ଼ ସଫଳତା, ଗତ ଜାନୁଆରୀ ମାସ ୨୫ ତାରିଖରେ…
ସୁନାବେଡାରେ ଚୋରି ମାମଲାରେ ୨ ଗିରଫ, ସୁନା ଗହଣା ଜବତ ସେମିଳିଗୁଡାରେ ହୋଇଥିବା ଚୋରି ମାମଲାରେ ସୁନାବେଡା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ୯୦ ଗ୍ରାମ ସୁନାଗହଣା, ମୋବାଇଲ ଓ ଲ୍ୟାପଟପ ଜବତ କରିଛି।
ବୟସ୍କ ବୃଦ୍ଧାଙ୍କୁ ହତ୍ୟା କଲେ ପୁଅ ବୋହୁ। ବୟସ୍କ ବୃଦ୍ଧାଙ୍କୁ ହତ୍ୟା କଲେ ପୁଅ ବୋହୁ। ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଦନ୍ତାରିବଗଡ ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଯାହାକି ବାପା ମା…