ରେମଣ୍ଡା ବନିଆ ଠାରେ ମହାସମାରୋହରେ ଶ୍ରୀ ଶ୍ରୀ ଶ୍ରୀ ବିଶ୍ବକର୍ମାଙ୍କ ପୂଜା ପାଳିତ ହେଉଛି।

ରେମଣ୍ଡା ବନିଆ ଠାରେ ମହାସମାରୋହରେ ଶ୍ରୀ ଶ୍ରୀ ଶ୍ରୀ ବିଶ୍ବକର୍ମାଙ୍କ ପୂଜା ପାଳିତ ହେଉଛି।

ବରଗଡ ୧୭,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ବନିଆ ପଡା ରେ ଶ୍ରୀ ବିଶ୍ୱକର୍ମା ପୂଜା ପାଳନ ହୋଇ ଯାଇଛି, କର୍ତା ପ୍ରଦୀପ ସାଥୁଆ ଓ ମଞ୍ଜୁ ସାଥୁଆ, ପୂଜକ ପ୍ରବୀଣ ଶତପଥି ଓ ଆମ ସମସ୍ତ ବନିଆ ପଡା ର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।