ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ନିର୍ବାଚନ ମଣ୍ଡଳୀରେ ରମେଶ ଜେନାଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ନିର୍ବାଚନ ମଣ୍ଡଳୀରେ ରମେଶ ଜେନାଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ନିର୍ବାଚନ ମଣ୍ଡଳୀରେ ରମେଶ ଜେନାଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ନିର୍ବାଚନ ମଣ୍ଡଳୀରେ ରମେଶ ଜେନାଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାପଡ଼ିଛି।ଏହି ଅବସରରେ ବିଭିନ୍ନ ଅଞ୍ଚଳର ବନ୍ଧୁ, ସମର୍ଥକ ଓ ଶୁଭେଚ୍ଛୁମାନେ ଯୋଗଦେଇ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ। କାର୍ଯ୍ୟକ୍ରମରେ ସାମାଜିକ ଓ ଅଞ୍ଚଳୀୟ ବିଭିନ୍ନ ବିଷୟ ନେଇ ଆଲୋଚନା ହୋଇଥିଲା।ବନ୍ଧୁ ମିଳନ ମାଧ୍ୟମରେ ଅଞ୍ଚଳବାସୀଙ୍କ ସହ ଯୋଗାଯୋଗ ଓ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା।ଗଞ୍ଜାମ ଜିଲ୍ଲା ରିପୋର୍ଟଗଣେଶ ପାଣିଗ୍ରାହୀ ରିପୋର୍ଟ