ଥୁଆପାଲି ଝରାପାଲି ଲାୟନ୍ସ କ୍ଲବର ପଦବୀ ସ୍ଥାପନ ଦିବସ ପାଳିତ ହୋଇଯାଇଛି।

ଥୁଆପାଲି ଝରାପାଲି ଲାୟନ୍ସ କ୍ଲବର ପଦବୀ ସ୍ଥାପନ ଦିବସ ପାଳିତ ହୋଇଯାଇଛି।

ଥୁଆପାଲି ଝରାପାଲି ଲାୟନ୍ସ କ୍ଲବର ପଦବୀ ସ୍ଥାପନ ଦିବସ ପାଳିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି, ଝରାପାଲି ଲାୟନ୍ସ କ୍ଲବ ତରଫରୁ ପଦବୀ ସ୍ଥାପନ ଦିବସ ପାଳିତ ହୋଇଯାଇଛି। ଏଥିରେ ସଭାପତି ଲାୟନ୍ସ ଅକ୍ଷୟ ପଧାନ, ନୂତନ ସଭାପତି ଲାୟନ୍ସ ସନ୍ତୋଷ କୁମାର ପ୍ରଧାନ କୁଂ ଦାଇତ୍ବ ହସ୍ତାନ୍ତର କରିଥିଲେ। ଏହି ଅବସରରେ ସଂପାଦକ ଭାବେ ଲାୟନ୍ସ ଶିଶିର କୁମାର ଭୋଇ କୋଷାଧ୍ୟକ୍ଷ ଭାବେ କୁଶ ପ୍ରଧାନ ମନୋନୀତ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଡିଜି ଲାୟନ୍ସ ଚରନ୍ଜିତ କୌର ହୁରା, ପଦବୀ ସ୍ଥାପନ ଇନ୍ଚାଜ ପିଡିଜି ଲାୟନ୍ସ ଦୁର୍ଗା ପ୍ରସାଦ ଶର୍ମା, ସମ୍ମାନିତ ଅତିଥି ଭାବେ ଲାୟନ୍ସ ମନୋଜ ଶର୍ମା, ଲାୟନ୍ସ ପ୍ରଦୀପ ଟାୟଲ ଯୋଗ ଲାୟନ୍ସ କ୍ଲବର ଉପକାରିତା ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏହି ସମୟରେ ଥୁଆପାଲି ଝରାପାଲି ଲାୟନ୍ସ କ୍ଲବର ସମସ୍ତ ସଦସ୍ଯ /ସଦସ୍ୟା ଉପସ୍ଥିତ ଥିଲେ। ଏହା ବ୍ୟତୀତ ଗୋଡଭଗା ଓ ଅତାବିରା ଲାୟନ୍ସ କ୍ଲବର ସଦସ୍ୟ ମାନେ ଯୋଗଦେଇଥିଲେ। ଶେଷରେ ଲାୟନ୍ସ ଶଙ୍କରଲାଲ ଅଗ୍ରୱାଲ ଉପସ୍ଥିତ ସଦସ୍ୟ / ସଦସ୍ୟା ମାନକୁଂ ଧନ୍ୟବାଦ ଅର୍ପଣ କରିଥିଲେ।।