ଗଞ୍ଜାମ ଜିଲ୍ଲା ଆଞ୍ଚଳିକ କୃଷି ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ।

ଗଞ୍ଜାମ ଜିଲ୍ଲା ଆଞ୍ଚଳିକ କୃଷି ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ।

ଗଞ୍ଜାମ ଜିଲ୍ଲା ଆଞ୍ଚଳିକ କୃଷି ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ।

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପଙ୍କଳବାଡି ଆଞ୍ଚଳିକ କୃଷି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ହୋଇଯାଇଛି। ବୁଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାକା ରମଣ ପୌରହିତ୍ୟରେ ଏକ ୧୭ ଜଣିଆ କମିଟି ଗଠନ କରାଯାଇଥିଲା। ଅନ୍ତରପଡା କଷ୍ଟର ସିଆରସିସି ଶର୍ମିଷ୍ଠା ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସର୍ବ ସମ୍ମତିରେ ସଭାପତି ଭାବେ ଲକ୍ଷ୍ମଣ ବିଷୋୟୀ ଓ ଉପସଭାପତି ଭାବେ ଶ୍ରୀମତୀ ବେବିନୀ ସ୍ବାଇଁ ମନୋନୀତ ହୋଇଥିଲେ। ଏହି ପରିଚାଳନା କମିଟିକୁ ସହଯୋଗ କରିବା ପାଇଁ ପ୍ରଧାନ ଶିକ୍ଷକ ନାକା ରମଣ ଓ ସହକାରୀ ଶିକ୍ଷକ ସୁକନ୍ତଳା ମହାପାତ୍ର,ଓ୍ବାର୍ଡ ମେମ୍ବର ମମତା ସ୍ବାଇଁ, ଅଙ୍ଗନବାଡ଼ି କର୍ମୀ ମିନତୀ ବିଷୋୟୀ,ଆଶା ରେଣୁବାଳା ବିଷୋୟୀ ଙ୍କୁ ଦୁଇ ବର୍ଷିୟା କମିଟିରେ ରଖାଗଲା। ଗଞ୍ଜାମ ଜିଲ୍ଲା ରିପୋର୍ଟ ଗଣେଶ ପାଣିଗ୍ରାହୀ ରିପୋର୍ଟ