ଶ୍ରୀ ଶ୍ରୀ ଶ୍ରୀକ୍ରିଷ୍ଣା ଧ୍ୟାନମନ୍ଦିର ମହୋତ୍ସବ କ୍ରିଷ୍ଣା ଧ୍ୟାନମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ

ଶ୍ରୀ ଶ୍ରୀ ଶ୍ରୀକ୍ରିଷ୍ଣା ଧ୍ୟାନମନ୍ଦିର ମହୋତ୍ସବ କ୍ରିଷ୍ଣା ଧ୍ୟାନମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ

ଶ୍ରୀ ଶ୍ରୀ ଶ୍ରୀକ୍ରିଷ୍ଣା ଧ୍ୟାନମନ୍ଦିର ମହୋତ୍ସବ କ୍ରିଷ୍ଣା ଧ୍ୟାନମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ

ରାୟଗଡ ( info media)ଶ୍ରୀ ଶ୍ରୀ ଶ୍ରୀକ୍ରିଷ୍ଣା ଧ୍ୟାନମନ୍ଦିର ମହୋତ୍ସବ କ୍ରିଷ୍ଣା ଧ୍ୟାନମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆଜି ଆରମ୍ବ ହୋଇଯାଇଛି lଶ୍ରୀମତୀ ସୀରା ଆପାୟାମା, ସ୍ବର୍ଗ ସ୍ବର୍ଗତ ପଲେୟାଙ୍କ ସ୍ମୃତିରେ ସିରା ଆପାୟାମା ପରିବାର ପକ୍ଷରୁ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତିସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି l ଏହି ପବିତ୍ର କାର୍ଯ୍ୟକ୍ରମ ଯୋଗୀ ଶ୍ରୀ ଚୈତନ୍ୟ ରାମଜୀଙ୍କ ପ୍ରତାକ୍ଷ୍ୟ ତତ୍ୱାବଧାନ ଓ ଦିବ୍ୟ ମାର୍ଗଦର୍ଶନ ଏବଂ ବୈଦିକ ପୁରୋହିତମାନଙ୍କ ଦ୍ବାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜ୍ୟଷ୍ଠମାସ ଶୁକ୍ଳପକ୍ଷ ଦ୍ବିତୀୟା ଇଂ.ତା. ୧୬:୦୬:୨୦୨୬ ରିଖ ମଙ୍ଗଳବାର ଡି ଏହି ଶୁଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀ ଶ୍ରୀ ଶ୍ରୀକ୍ରିଷ୍ଣା ଧ୍ୟାନମନ୍ଦିର ଶ୍ରୀ ହନୁମାନ ମନ୍ଦିର ମନ୍ଦିର ପ୍ରାଙ୍ଗଣରେ ଅଣ୍ଡରଗ୍ରାଉଣ୍ଡ ବ୍ରିଜ ଦୈନିକ ବଜାର୍, ରାୟଗଡା ଠାରେ ଶ୍ରୀକୃଷ୍ଣ ପରମାତ୍ମାଙ୍କ ଅପାରକୃପା ମାତାପିତାଙ୍କ ଦିବା ଆଶିଷ ବଳରେ ନିର୍ମିତ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ସପରିବାର ଭକ୍ତଜନଙ୍କ ସମେତ ସହର ବହୁ ମହିଳା ମଣ୍ଡଳ ର କର୍ମକର୍ତା ଅଂଶଗ୍ରହଣ କରି ଶ୍ରୀ ପରାତ୍ମାଙ୍କ କୃପା ପ୍ରାପ୍ତି କରିଛନ୍ତି ।ଶ୍ରୀକୃଷ୍ଣ ବିହାରୀ ଯାଦବ ସଂଘ ଏବଂଶ୍ରୀ ଶ୍ରୀ ସିତାରାମା ଧ୍ୟାନ ଆଞ୍ଜିନେୟା ଧ୍ୟାନ ମନ୍ଦିର କମିଟି, ରାୟଗଡା ଙ୍କ ସୁଚନା ଅନୁଯାଇ ଆଜି ୧୬.୦୬.୨୦୨୬ ରିଖ ମଙ୍ଗଳବାରସକାଳ ଘ. ୬.୦୦ ମି. ଠାରୁ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶୁଭାରମ୍ଭ ସହିତ . ୮.୦୦ ମି. ସମୟେ ସାମୂହିକ ବିଷ୍ଣୁ ସହସ୍ରନାମ ପାରାୟଣ ସନ୍ଧ୍ୟା ଜଳାଧିବାସ, କ୍ଷୀରାଧିବାସ, ସୟାଦିବାସ ଅଖଣ୍ଡ ହରୀନାମ ଉପଲକ୍ଷେ ଗଙ୍ଗା ଆବାହନ ଅଧିବାସ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି l ଆସନ୍ତା କାଲି ୧୭:୦୬,୨୦୨୬ ରିଖ ବୁଧବାରପ୍ରାତଃ ଘ. ୬.୦୦ ମି. ଠାରୁ ଅଖଣ୍ଡ ହରିନାମ ଗୁରିପ୍ରହରୀ ଶୁଭାରମ୍ଭ l. ୮.୦୦ ମି. ସମୟେ ବୃନ୍ଦାବନରୁ ପହଞ୍ଚିଥିବା ୮.୪୭ ମି. ସମୟେ ଶ୍ରୀବିଗ୍ରହଣ ପ୍ରତିଷ୍ଠା ଓ ଶ୍ରୀକୃଷ୍ଣ ପାଦଦ୍ୱୟ ପ୍ରତିଷ୍ଠା ପୂର୍ଣାହୂତିସନ୍ଧ୍ୟା ଘ. ୬.୦୦ ମି. ସମୟେ ହରୀନାମ ସମାପନ, ନଗର ପରିକ୍ରମା, ଦଧିହାଣ୍ଡି ଭଞ୍ଜନ ଘ. ୭.୦୦ ମି. ଠାରୁ ରୁକ୍ମିଣି ସତ୍ୟଭାମା ସହିତ ଶ୍ରୀକୃଷ୍ଣ କନ୍ୟାଣ କାର୍ଯ୍ୟକ୍ରମ ସହିତ ତା ୧୭-୦୬-୨୦୨୬ ରିଖ ବୁଧବାର ଅପରାହ୍ନ ୧୨ ଘଣ୍ଟିକା ସମୟେ ପ୍ରସାଦ ସେବାନ ର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ କ୍ରିଷ୍ଣା ବିହାର ଯାଦବ ସଂଗମ ଓ ଶ୍ରୀ ସୀତାରାମା ଆଞ୍ଜେନେୟା ମନ୍ଦିର କମିଟି ସଭାପତି ସିରା ରାବନା କହିଛନ୍ତ l ଏହି ଶ୍ରୀ ଶ୍ରୀ ଶ୍ରୀକୃଷ୍ଣ ଧ୍ୟାନମନ୍ଦିର କାର୍ଯ୍ୟକ୍ରମ ରେ 49 ଗୋଟି ସଂକ୍ରିତନ ମଣ୍ଡଳୀ ଯୋଗଦେଇଛନ୍ତି l ବୃନ୍ଦାବନ ରୁବିଶିଷ୍ଟ ସାଧୁ ସନ୍ଥ ଯୋଗ ଦେବେ ବୋଲି ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ ବୁଜୀ ଜି ମହାରାଜ କହିଛନ୍ତି l

ରାୟଗଡ ଜ଼ିଲ୍ଲା ତଥା ଏହି ସହର ରେ ପ୍ରଥମ କରି ଏହି ପରି କାର୍ଯ୍ୟକ୍ରମ ହେଉଛି ଓ ବୃନ୍ଦାବନ ରୁ ସାଧୁସନ୍ଥ ଯୋଗ ଦେବା ର କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ରାୟଗଡ ଜ଼ିଲ୍ଲା ର ଜନସାଧାରଣ ଆସନ୍ତା କାଲି ଯୋଗଦେଇ ସାଧୁସନ୍ଥ ଙ୍କ ଆଶୀର୍ବାଦ ନେବା ନିମନ୍ତେ ଶ୍ରୀ ଚୈତନ୍ୟ ରାମଜୀ ନିବେଦନ କରିଛନ୍ତି l ଏହି ଶ୍ରୀ ଶ୍ରୀ ଶ୍ରୀକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ କମିଟି ସଭାପତି ସିରା ରାବଣା, ଭିରାବାବୁ,ପି କିଶୋର, ଅନିଲ, ଶ୍ରୀନୁ, ଚୈତନ୍ୟ ଜନସଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗଦେବା ନିମନ୍ତେ ଅନୁରୋଧ କରିଛନ୍ତି