ପ୍ରଧାନମନ୍ତ୍ରୀଙ୍କ ସଫଳତା କୁ ନେଇ ବ୍ରହ୍ମପୁର ବିଧାୟକଙ୍କ ଯଞ କାର୍ଯ୍ୟକ୍ରମ।ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳ ନେତୃତ୍ୱରେ ଖୁସି ଓ ଦୀର୍ଘାୟୁ କାମନା କରି ଯଞ ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଇତ୍ୟବସରରେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର ରେଶମ ନଗରୀ ବ୍ରହ୍ମପୁର ସହରରେ ପ୍ରସିଦ୍ଧ ଶୈବପୀଠ ନୀଳକଣ୍ଠେଶ୍ଵର ମନ୍ଦିର ରେ ହୋମ ଯଞ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ସହର ର ବହୁ ବରିଷ୍ଠ ବିଜେପି ନେତୃବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ସଫଳତା କୁ ନେଇ ବ୍ରହ୍ମପୁର ବିଧାୟକଙ୍କ ଯଞ କାର୍ଯ୍ୟକ୍ରମ।
