ଶକ୍ତିଶ୍ରୀ ସଶକ୍ତିକରଣ ଆନୁକୁଲ୍ୟରେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମ୍ ଶିବିର ଉଦଯାପିତ ବରଗଡ ୮,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଡିଗ୍ରୀ ମହାବିଦ୍ୟାଳୟ, ଠାରେ ଶକ୍ତିଶ୍ରୀ ସଶକ୍ତିକରଣ ଆନୁକୁଲ୍ୟରେ ଛାତ୍ରୀ ମାନଙ୍କ ଆତ୍ମରକ୍ଷା ଶିବିର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଲରାମ ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତି ଜାନକୀ କୁମ୍ଭାର ସଂଯୋଜନା କରିଥିଲେ। ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ପଞ୍ଚାନନ ଭୋଇ, ଅଶ୍ଵିନି କୁମାର ମାଝୀ, ଅଚ୍ୟୁତାନନ୍ଦ ମେହେର, ରାଜେନ୍ଦ୍ର ପଟେଲ, ମନୋଜ କୁମାର ରଣା, ବିଶ୍ଵଜିତ କର, ବିନୋଦ ସାହୁ ସହଯୋଗ କରିଥିଲେ।
ଶକ୍ତିଶ୍ରୀ ସଶକ୍ତିକରଣ ଆନୁକୁଲ୍ୟରେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମ୍ ଶିବିର ଉଦଯାପିତ
