ଗଞ୍ଜାମ ଜିଲ୍ଲା ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ଜଣେ ମୃତ ୧୫ ଆହାତ
କୋଦଳା:- କୋଦଳା ଖଲ୍ଲିକୋଟ ମୁଖ୍ୟ ରାସ୍ତା କୋଦଳା ବାଲି ଢାବା ନିକଟରେ ଆଜି ସକାଳ ୬ ଘଣ୍ଟା ସମୟରେ ପୋଲସରାରୁ ବାହାରି ପୁରୀ ଅଭିମୁଖେ ଯାଉଥିବା ଦୁର୍ଗାମାଧବ ବସ ଖଲ୍ଲିକୋଟ ପଟୁ ଆସୁଥିବା ଟ୍ରକ୍ ସହିତ ଧକ୍କା। ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
