କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ରାୟଗଡ ଜ଼ିଲ୍ଲା ର ବହୁ ବ୍ୟକ୍ତି ବିଜେପି ରେ ମିଶିଲେ

କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ରାୟଗଡ ଜ଼ିଲ୍ଲା ର ବହୁ ବ୍ୟକ୍ତି ବିଜେପି ରେ ମିଶିଲେ

କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ରାୟଗଡ ଜ଼ିଲ୍ଲା ର ବହୁ ବ୍ୟକ୍ତି ବିଜେପି ରେ ମିଶିଲେ

ରାୟଗଡ ( info media) ରାଜ୍ୟ ବିଜେପି ର କାର୍ଯ୍ୟକାରିଣୀ ସଦସ୍ୟ ଭେଙ୍କଟେସ୍ବସର ରାଓ ଓରଫ କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ରାୟଗଡ ଜ଼ିଲ୍ଲା ର ମିଲମାଲିକ, ଆଇନଜୀବୀ, ଶିଳ୍ପପତି, ଚାଷୀ ବ୍ୟାପରି କ୍ରସର ମାଲିକ ଏହିପରି ବିଭିନ୍ନ ସଂଗଠନ ପ୍ରାୟ 58 ଜଣ ବ୍ୟକ୍ତି ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ବିଧିବଦ୍ଧ ଭାବେ ଆଜି ବିଜେପି ରେ ସାମିଲ ହୋଇଛନ୍ତି l ରାଜ୍ୟ ବିଜେପି ସଭାପତି ମନମିହନ ସାମଲ ବିଜେପି ଦଳୀୟ ଟୋପି ଉତ୍ତରୀୟ ଦେଇ ବିଜେପି ରେ ସାମିଲ କରିଥିଲେ l ଆଜିର ଏହି ମିଶ୍ରଣ ପର୍ବ ରେ ପୂର୍ବତନ ବିଜେଡି ସମ୍ପାଦକ କାଶୀନାଇଡ଼ୁ ଆଇନଜୀବୀ ମଧୁ, ନୀଲାଞ୍ଚl ବିଷୋୟୀ ସୁଶାନ୍ତ ପଣ୍ଡା, ଏନ ଆଦିନାରାୟଣ, କେରଡ଼ା ର ମୀନାରାଓ, ବିଜୟ ଲକ୍ଷ୍ମୀ ପୋଲାକା, ମିଲମାଲିକ କେ ଶ୍ୟାମ ସୁନ୍ଦର ରାଓ, ପି ଲାକ୍ସମଣ ମୂର୍ତ୍ତି,ଚାଷୀ ଦୋଡୋଳା ଲକ୍ଷ୍ମଣ ରାଓ ଙ୍କ ଅନ୍ୟ ମାନେ ବିଜେପି ସରକାର ଙ୍କ କାର୍ଯ୍ୟକ୍ରମ ରେ ସନ୍ତୁଷ୍ଟ ହୋଇ ରାୟଗଡ ଜ଼ିଲ୍ଲା ରେ କୋଣ୍ଡା ବାବୁ ନଲ ନେତୃତ୍ୱ କୁ ଭରସା ଓ ବିଶ୍ୱାସ କରି ବିଜେପି ରେ ସାମିଲ. ହୋଇଥିବା ଏନ ଆଦିନାରାୟଣ ଓ କାଶୀନାଇଡ଼ୁ କହିଛନ୍ତି l ଭୁବନେଶ୍ୱର ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ରାୟଗଡ ଜ଼ିଲ୍ଲା ବିଜେପି ପ୍ରଭାରୀ କେ ନାରାୟଣ ରାଓ, ରାମନାଗୁଡ଼ା ବ୍ଲକ ଅଧକ୍ଷ ରବି ଶଙ୍କର ଗମାଙ୍ଗ,କେ ସି ପଟ୍ଟନାୟକ, ଲଷ୍ମୀ ମୋହନ ପଟ୍ଟନାୟକ, ଶିବ ପଟ୍ଟନାୟକ, ଶିବ ଉଲାକା, ବସନ୍ତ ଉଲାକା ମଞ୍ଜୁଳା ମିନିୟାକ ଙ୍କ ସମତେ ବହୁ ବିଜେପି କର୍ମୀ ଓ ନେତା ମାନେ ଉପସ୍ଥିତ ଥିଲେ l ଆଜିର ଏହି ମିଶ୍ରଣ ପର୍ବ ରାୟଗଡ ବିଜେପି କୁ ମଜବୁତ କରିବ ବୋଲି କୋଣ୍ଡା ବାବୁ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ