ଅର୍ଜ୍ଜୁଣ୍ଡା ପଞ୍ଚାୟତ ଧାନ କ୍ରୟ କେନ୍ଦ୍ର ଠାରେ ରବି ରୁତୁ ର ଧାନ କ୍ରୟବିକ୍ରୟ ଉପରେ ଚାଷୀ ମାନଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ଼ ୭,୬(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅର୍ଜ୍ଜୁଣ୍ଡା ଧାନ କ୍ରୟ କେନ୍ଦ୍ର ପରିସରରେ ଖରିଫ ଋତୁର ଧାନ କ୍ରୟବିକ୍ରୟ ପାଇଁ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅର୍ଜ୍ଜୁଣ୍ଡା କେନ୍ଦ୍ର ଠାରେ ଆର ଏମ ସି ମାର୍କେଟ ଇନ୍ଚାଜ ପ୍ରମୋଦ କୁମାର ଆଚାର୍ଯ୍ୟ, ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ସହସମ୍ପାଦକ ସତ୍ୟରଞ୍ଜନ ପାଢ଼ୀ ଓ ଏଗ୍ରିକଲଚର ଅଫିସର ପଂକଜିନୀ ପଣ୍ଡା ଯୋଗଦେଇ ଚଳିତ ରବି ଋତୁରେ ଚାଷୀ ମାନକୁଂ ଧାନ କ୍ରୟବିକ୍ରୟ ଉପରେ ବିଶଦ ଭାବରେ ଆଲୋଚନା କରି ଥିଲେ। ଚାଷୀ ମାନେ ନିଜେ ନିଜର ଅସୁବିଧା ସୁବିଧା ବିଷୟରେ କହିଥିଲେ, ସମସ୍ତ ବିଷୟ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ କହିଥିଲେ। ଏହି ସମୟରେ ଚାଷୀ ଜୁମେଶ ବେହେରା, ରବିନାରାୟଣ ଦୀପ, ନରେନ୍ଦ୍ର ଭୂଏ, ଆନନ୍ଦ ବେହେରା ଓ ଛୋଟ, ବଡ ଚାଷୀ ମାନେ ଯୋଗଦେଇଥିଲେ। ଶେଷରେ ମାର୍କେଟ ଇନ୍ଚାଜ ପ୍ରମୋଦ କୁମାର ଆଚାର୍ଯ୍ୟ ଉପସ୍ଥିତ ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।