ମୁନିଗୁଡା ପ୍ରେସ କ୍ଲବର ୨୦ତମ ବାର୍ଷିକ ଉତ୍ସବ ର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ମହାସୋମାରୋହ ରେ ପାଳିତ

ମୁନିଗୁଡା ପ୍ରେସ କ୍ଲବର ୨୦ତମ ବାର୍ଷିକ ଉତ୍ସବ ର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ମହାସୋମାରୋହ ରେ ପାଳିତ

ମୁନିଗୁଡା ପ୍ରେସ କ୍ଲବର ୨୦ତମ ବାର୍ଷିକ ଉତ୍ସବ ର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ମହାସୋମାରୋହ ରେ ପାଳିତ ରାୟଗଡ(info media):ରାୟଗଡ଼ା ଜିଲ୍ଲା ଜିଲ୍ଲା ମୁନିଗୁଡ଼ା ବ୍ଲକ ପ୍ରେସ କ୍ଲବର ୨୦ତମ ବାର୍ଷିକ ରସବ ସଭାପତି ରାଜୀବ ଲୋଚନ ଦାସଙ୍କ ସଭାପରିବ ଓ ଉପ ସଭା ସଭାପତି ମନୋରଞ୍ଜନ ଦଳାଇଙ୍କ ସଂଯୋଜିତ ଐ ଏହି ବାର୍ଷିକ ଉସ୍ତବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବେ ପଣ୍ଡା, ମୁଖ୍ୟବକ୍ତା ରାୟଗଡ଼ା ଜିଲ୍ଲା ସୂ ବେଣୁଧର ସୂଚନା ଓ ଲୋକ ସମ୍ପର୍କ ବିଭାଗ ମୁଖ୍ୟ ଅଧୂକାରୀ ବସନ୍ତ କୁମାର ପ୍ରଧା ପ୍ରଧାନ, ସମ୍ମାନିତ ଅତିଥ୍‌ ଉତ୍କଳ ସାମ୍ବାଦିକ ସଂଘ ରାୟ ରାୟଗଡ଼ା ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ବାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ଦାଶ,ଲୋକନାଥ ଦଳେଇ, ପ୍ରେସ କ୍ଲବ ବରିଷ୍ଠ ଉପଦେଷ୍ଠ ରାମଚନ୍ଦ୍ର ବେହେରା,ରାୟଗଡ଼ା ଜିଲ୍ଲା ବରିଷ୍ଠ ସାମ୍ବାଦିକ ଅମୁଲ୍ୟରନ୍ ସାହୁ ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜ୍ଵଳନ ଏବଂ ରାଜ୍ୟ ସଙ୍ଗୀତ ବେଦେ ଉତ୍କଳ ଜନନୀ ଗାନ ପୂର୍ବକ ବାର୍ଷିକ ଉତ୍ସବର ଶୁଭାରମ୍ଭ କରିଥିଲେ । ପରେ ପ୍ରେସ କ୍ଲବ ତରଫରୁ ସଦସ୍ୟମାନେ ଅତିଥୁ ମାନଙ୍କୁ ପୁଷ୍ପଗୁଛ ,ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ । ଦିବଂଗତ ସାମ୍ବାଦିକ ନିରଞ୍ଜନସାହୁ, ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଶ୍ନ ପବିତ୍ର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରେସ କ୍ଲବ ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ମୁଖ୍ୟ ବକ୍ତା ଡିଆଇପିଆରଓ ଶ୍ରୀଯୁକ୍ତ ପ୍ରଧାନ ସାଂପ୍ରତିକ ପରିସ୍ଥିତିରେ ସାମ୍ବା ସାମ୍ବାଦିକ ମାନଙ୍କ ଗୁରୁଦାୟିତ୍ୱ ଓ ସାମାଜିକ ଭୂମିକା ଉପରେ କହିଥ‌ିବା ବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଯୁକ୍ତ ପଣ୍ଡା ସାମ୍ବାଦିକ ସୁରକ୍ଷାକୁ ସରକାରୀ ଓ ବେସରକାରୀ ସ୍ତରରେ ଗୁରୁତ୍ବ ଦେବାକୁ ଆହ୍ୱାନ ଦେବା ସହ ସାମ୍ବାଦିକ ମାନଙ୍କ ଦୀର୍ଘ ଦିନର ଦାବି ଗୁଡ଼ିକୁ ରାଜ୍ୟ ସରକାର ସହାନୁଭୂତିର ସହ ଶୀଘ୍ର ପୂରଣ କରିବା ଦରକାର ବୋଲି ମତ ଦେଇଥିଲେ । ସେହିପରି ଅନ୍ୟ ସମ୍ମାନିତ ଅତିଥି ମାନେ କହିଥିଲେ ଗଣମାଧ୍ୟମ ଗଣ ଚେତନାର ବାହାକ, ସାମ୍ବାଦିକମାନେ ସାମାଜିକ ପ୍ରତିବଦ୍ଧତା ସହ ନିରପେକ୍ଷ ସମ୍ବାଦ ପରିବେଷଣ କରିବାକୁ ଗୁରୁତ୍ୱ ଦେଇଥିଲେ । ପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଦାସ ଓ ଦଳେଇଙ୍କ ସହ ପ୍ରେସ କ୍ଲବର ଲବୀୟମାନ ସାମ୍ବାଦିକ କୈଳାଶ ଲାବଲା ଓ ସୁଦୀପ୍ତ ମିଶ୍ରଙ୍କ ଚଳିତ ବର୍ଷର ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ଓ ସମ୍ବର୍ଦ୍ଧନା କରାଯାଇଥିଲା ।

ପ୍ରେସ କ୍ଲବର ସମସ୍ତ ସଦସ୍ୟ, ନିମନ୍ତ୍ରିତ ଅତିଥୁ, ବରନ୍ୟ ଅତିଥୁ ଏବଂ ଗଣମାଧ୍ୟମରେ କାର୍ଯ୍ୟରତ ଅନେକ ସାମ୍ବାଦିକଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ସଭାପତି ରାଜୀବ ଲୋଚନ ଦାସଙ୍କ ଉଦଯାପନୀ ଅଭିଭାଷଣ ରେକହିଥିଲେ ଯେ ପ୍ରେସ ୟୁନିଅନ ର 19 ତମ ବାର୍ଷିକ ଉତ୍ସବ ଶିରିଡି ସାଇ ଧାମ ଠାରେ ହୋଇଥିଲା ଓ ଆସନ୍ତା 21 ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର କିମ୍ବା ପୁରୀ ଠାରେ ପାଳନ କରାଯିବା ନିମନ୍ତେ ଯୋଜନା ଚାଲିଛି ବୋଲୁ l ବରିଷ୍ଠ ସାମ୍ବାଦିକ ଶିମାଞ୍ଚଳ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ରାୟଗଡ଼ା, ଜଗସିଂହପୁର ଓ ବାଲେଶ୍ଵର ଜିଲ୍ଲା ସହିତ ସୀମାନ୍ତବିଷମକଟକ, ଚନ୍ଦ୍ରପୁର,ଆମ୍ବାଦଳା ଆଦି ବ୍ଳକର ଅନେକ ସାମ୍ବାଦିକ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ରାଷ୍ଟ୍ର ଗାନ ଜନଗଣ ମନ ସଙ୍ଗୀତ ଗାନ କରାଯାଇଥିଲା । ମହିଳା ସ୍ୱୟଂ ସହାୟିକା ଅୟିକା ନାୟକ, ରୁପାବଟି ନାଲା ଓ ନାରୀନେତ୍ରୀ ସୁଶୀଳା ସରାପଙ୍କ ସହ ପ୍ରେସ କ୍ଳବର ସମସ୍ତ ସାମ୍ବାଦିକ ପରିଚାଳନାରେ ସହାୟତା କରିଥିଲେରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ