୭୭ ତମ ଗଣତନ୍ତ୍ର ଦିବସ ପାଳନ MKCG ଦିବ୍ୟାଙ୍ଗ ସ୍ବତନ୍ତ୍ର ବିଦ୍ୟାଳୟ ମୋହନା ।

୭୭ ତମ ଗଣତନ୍ତ୍ର ଦିବସ ପାଳନ MKCG ଦିବ୍ୟାଙ୍ଗ ସ୍ବତନ୍ତ୍ର ବିଦ୍ୟାଳୟ ମୋହନା ।

୭୭ ତମ ଗଣତନ୍ତ୍ର ଦିବସ ପାଳନ MKCG ଦିବ୍ୟାଙ୍ଗ ସ୍ବତନ୍ତ୍ର ବିଦ୍ୟାଳୟ ମୋହନା ।ଗଜପତି,୨୭.୧ (ମନୋଜ ପାଢ଼ୀ)ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଜିଲ୍ଲା ମୋହନା ଠାରେ ଥିବା ଦିବ୍ୟାଙ୍ଗ ମୂକ ବଧିର ମାନସିକ ଅନଗ୍ରସର ମସ୍ତିସ୍କ ପକ୍ଷଘାତ। ଦିବ୍ୟାଙ୍ଗ ସ୍ଵତନ୍ତ୍ର ବିଦ୍ୟାଳୟ ମୋହନା ମୂଖ୍ୟ ଅତିଥି ଶ୍ରୀ ଦଣ୍ଡାସୀ ସାହୁ ପରିଚାଳକ କମିଟି, ଶିକ୍ଷା କମିଟି, ବୁଦ୍ଧିଯିବି, ଆଇନ ଯିବି,ଦୁଇଟି ବିଭାଗ ର ଅଧ୍ୟକ୍ଷା ଗିରିଜା ମିଶ୍ର, ସ୍ୱାଗତିକା ସିଂ, ଶିକ୍ଷକ ଶିକ୍ଷତ୍ରୀ, କର୍ମଚାରୀ , ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର,ମିଠେଇ ବଣ୍ଟନ କରାଗଲା ଶେଷରେ ଦେବାଶିଷ ନନ୍ଦ ଧନ୍ୟବାଦ ଦେଇଥିଲେ।