କୋରାପୁଟରେ ଜିଏସଟି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

କୋରାପୁଟରେ ଜିଏସଟି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

କୋରାପୁଟରେ ଜିଏସଟି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

କୋରାପୁଟ:ଦକ୍ଷତା ବିକାଶ ତାଲିମ କେନ୍ଦ୍ର, କୋରାପୁଟ ଠାରେ ଆଜି ବାଣିଜ୍ୟକର ଏବଂ ଜିଏସଟି ବିଭାଗ, ଓଡ଼ିଶାର କମିସନରଙ୍କ ଅଧ୍ୟକ୍ଷତାରେ ଜିଏସଟି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଏସଟି ଆଦାୟ, କର ପାଳନ, ବ୍ୟବସାୟୀମାନଙ୍କ ସଚେତନତା, ଏବଂ ବିଭାଗୀୟ କାର୍ଯ୍ୟ ପ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଏସଟି ବ୍ୟବସ୍ଥାକୁ ଅଧିକ ସୁଚାରୁ ଓ ପ୍ରଭାବଶାଳୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ଜିଲ୍ଲା ଓ ଅଞ୍ଚଳ ସ୍ତରର ବିଭିନ୍ନ ଜିଏସଟି ଅଧିକାରୀମାନେ ଉପସ୍ଥିତ ଥିଲେ।