କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅବକାରୀ ଇନ୍ଚାର୍ଜ ୪୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ମାଡ଼ିବସିଛି। ମଦ ବେପାରୀଙ୍କୁ ନିୟମିତ ଭାବେ ମାସିକ ବଟି ନେଉଥିବା ଅଭିଯୋଗ ମଧ୍ୟ ଆସିଛି।
Related Posts
ଜାଗରଯାତ୍ରାରେ ଚଳଚଞ୍ଚଳ ଶୈବପୀଠ
ଜାଗରଯାତ୍ରାରେ ଚଳଚଞ୍ଚଳ ଶୈବପୀଠ ଗଜପତି,୧୫.୨(ମନୋଜ ପାଢ଼ୀ)-: ପବିତ୍ର ଜାଗର ଯାତ୍ରା ତଥା ମହାଶିବରାତ୍ରିରେ ଓଁ ନମଃ ଶିବାୟ, ଓଁ ନମଃ ଶିବାୟ ଧ୍ୱନିରେ କମ୍ପି ଉଠୁଥିଲା ପୁରପଲ୍ଲୀ…
ଫାଇନାଲ୍ରେ ଭାରତ, ଶୁକ୍ରବାର ଇଂଲଣ୍ଡ ସହ ଟ୍ରଫି ଟକ୍କର
ଫାଇନାଲ୍ରେ ଭାରତ, ଶୁକ୍ରବାର ଇଂଲଣ୍ଡ ସହ ଟ୍ରଫି ଟକ୍କର ହରାରେ: ଚଳିତ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ରେ ଭାରତ ଶାନ୍ଦାର ଜିତ ସହ ଫାଇନାଲ୍ରେ ପ୍ରବେଶ…
