କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅବକାରୀ ଇନ୍ଚାର୍ଜ ୪୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ମାଡ଼ିବସିଛି। ମଦ ବେପାରୀଙ୍କୁ ନିୟମିତ ଭାବେ ମାସିକ ବଟି ନେଉଥିବା ଅଭିଯୋଗ ମଧ୍ୟ ଆସିଛି।
Related Posts
ଲିଭ ଫର ଅଦର୍ସ ତରଫରୁ ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।
ଲିଭ ଫର ଅଦର୍ସ ତରଫରୁ ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା। ସେମିଳିଗୁଡା.ତାରିଖ ୨.୭.୨୦୨୫.ଶ୍ରୀ ମନୋଜ ସତ୍ୟବାନ ମହାଜନ କୋରାପୁଟ ଜିଲ୍ଲାପାଳ ଭାବରେ ଯୋଗ ଦେବାପରେ ଚତୁର୍ଦ୍ଦିଗରୁ ସ୍ବାଗତ…
ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍, ଆଉ ତା’ପରେ…
ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍, ଆଉ ତା’ପରେ… ଗଜପତି,୧୩।୮( ମନୋଜ ପାଢ଼ୀ): ଦ୍ୱିପ୍ରହରରେ ଚୋରି ଉଦ୍ୟମ।…
ତାବରଡା ପଞ୍ଚୟତ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ତାବରଡା ପଞ୍ଚୟତ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ। ଗଜପତି(ମନୋଜ ପାଢୀ/ ୧୫/୯) : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ତାବରଡ଼ା ଗ୍ରାମ ପଞ୍ଚାୟତ…
