ଲାଜାର ଲିମାଙ୍କ ଲିଖିତ “ଜୀବନ ତରଙ୍ଗ” ପୁସ୍ତକ ଉନ୍ମୋଚନ ।-

ଲାଜାର ଲିମାଙ୍କ ଲିଖିତ "ଜୀବନ ତରଙ୍ଗ" ପୁସ୍ତକ ଉନ୍ମୋଚନ ।-

ଲାଜାର ଲିମାଙ୍କ ଲିଖିତ “ଜୀବନ ତରଙ୍ଗ” ପୁସ୍ତକ ଉନ୍ମୋଚନ ।————————

ଗଜପତି ତl.୨୬.୧୧.୦୨୬.ରିଖ ଦିନ (ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ଲାଜାର ଲିମାଙ୍କ ଦ୍ଵାରା ଲେଖିତ “ଜୀବନ ତରଙ୍ଗ” ନାମକ ପୁସ୍ତକ ଟିକୁ ଉପ ଜିଲ୍ଲlପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲlପାଳ ସୁଶ୍ରୀ ଭଗତ ସାମଲ କଲ୍ୟାଣ ରାଓ(ଆଇ.ଏ.ଏସ୍)ଙ୍କ କର କମଳରେ ଶୁଭ ଉନ୍ମୋଚିତ ହୋଇଥିଲା l ଏହି ଉତ୍ସବରେ ସି ସି ଡ଼ି ଅନୁଷ୍ଠାନର ମୁଖ୍ୟ ଶ୍ରୀ ଏ ଜଗ ନ୍ନlଦ୍ଧ ରାଜୁ ,ଶ୍ୱାସ ଅନୁଷ୍ଠାନର ମୁଖ୍ୟ Dr. ଡି. ଜଗ ନ୍ନlଦ୍ଧ ରାଜୁ , ବିକାଶ ବିଦ୍ୟା ନିକେତନ ପ୍ରତିଷ୍ଠାନ ର ମୁଖ୍ୟ ଶ୍ରୀ ଲାଲ ମୋହନ ଆଚାର୍ଯ୍ୟ, ଜିଲ୍ଲା ମାନସିକ ସ୍ଵାସ୍ଥ୍ୟ ବିଭାଗରେ କର୍ମରତ ଶ୍ରୀ ପ୍ରାଣ ରଞ୍ଜନ ନାୟକ, ପଞ୍ଚାୟତ ରାଜ ବିଭାଗର ଏପିଡି ଶ୍ରୀ କର ବାବୁ,ପ୍ରେମ୍ ତରଫୁ ଶ୍ରୀ ସାହେବ୍ ବିଶୋଇ, ବରିଷ୍ଠ ଶିକ୍ଷାବିତ୍ ବୃନ୍ଧ ଶ୍ରୀ ବିଚିତ୍ରl ନନ୍ଦ ବେବର୍ତ୍ତା, ବିନୋଦ ଜେନା, ପ୍ରମୋଦ କୁମାର ପାଢ଼ୀ, ମୁରଳିଧର ପରିଛା, ସତ୍ୟ ନାରାୟନ ପଣ୍ଡା, ଧରଣୀ ଧର ପରିଛା,ଉପସ୍ଥିତ ଥିଲେ l

ଏହି “ଜୀବନ ତରଙ୍ଗ” ବହି ଆଜିର ସମାଜ ଓ ଯୁବପିଢି ଙ୍କୁ ସତ୍ ମାର୍ଗରେ ପରିଚାଳିତ ହେବା, ପଥ ଭ୍ରଷ୍ଟ ନହୋଇ ଆମ କଳା,ସଂସ୍କୃତି,ସଂସ୍କlର ପରମ୍ପରାକୁ ବଜାଇ ରଖିବା, ସହ ଏକ ଶୃଙ୍ଖଳିତ ଓ ପ୍ରଗତିଶୀଳ ସମାଜ ଗଠନରେ ଯୋଗଦାନ କରିବା ଏବଂ ସକାରାତ୍ମକ ଚିନ୍ତାଧାରା ଜାଗ୍ରତ କରି ଏକ ସଂସ୍କୃତି ସମ୍ପନ୍ନ ନାଗରିକ ହେବା ଏହାର ମୂଳ ଲକ୍ଷ୍ୟ ଏହିଭଳି କଷ୍ଟ ସାଧ୍ୟ କରି ଶ୍ରୀ ଲାଜାର ଲିମା ଲେଖି ଥିବାରୁ ଶ୍ରୀ ବେବର୍ତ୍ତା ଭୂରିଅସି ପ୍ରଶଂସା କରିଥିଲେ ତା ସହିତ ଉପଜିଲ୍ଲlପାଳ ଶିଶୁ ଶ୍ରମିକ,ବାଲ୍ୟ ବିବାହ ଉଚ୍ଛେଦ ପ୍ରଥା ଉପରେ ମଧ୍ୟ ଆଉ ଏକ ବହି ଲେଖିବାକୁ ଉତ୍ସାହିତ କରିଥିଲେ l